I'm Swarnalata and I love to read StoryMirror contents.
Share with friends
ଉଡିବାକୁ ଇଛା ଥିଲା ଅନେକ ଦୂର ପକ୍ଷ ଦେଲ ଛିଣ୍ଡାଇ ବାନ୍ଧିଦେଲ ମାୟା ବନ୍ଧନରେ ଉବୁରିବାର ରାହା ପାଉନାହିଁ ହେ, ପ୍ରଭୁ,ଦିଅ ପଥ ଦେଖାଇ
ଚକ ବୁଲୁଥିଲେ ଅଖ ବୁଲୁଥାଏ ବୁଲିପଡୁଥାଏ ପହି ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି ସମର୍ପଣ ଭାବ ରଖିଲେ ତାଠାରେ ଉଦ୍ଧରିବେ ଭାବଗ୍ରାଗୀ
ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ | ଯେତେ ଚେଷ୍ଟା କଲେ ମଣିଷ ପ୍ରକୃତି ବଦଳେନି କି ସହଜେ କାହାକୁ ସହାନୁଭୂତି ଦେଖାଏନି
ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ | ଯେତେ ଚେଷ୍ଟା କଲେ ମଣିଷ ପ୍ରକୃତି ବଦଳେନି କି ସହଜେ କାହାକୁ ସହାନୁଭୂତି ଦେଖାଏନି
ଗୋଷ୍ଠୀ ରେ ରହି ଗୋଷ୍ଠୀରୁ ଖାଇ ଗୋଷ୍ଠୀ ପାଇଁ ବିଶ୍ୱାସ ଘାତକ କରିବା ଏକ ଅପରାଧ |ଈଶ୍ୱର ସେମାନଙ୍କୁ କେବେ କ୍ଷମା କରିବେନି
ସୁଖ ଦୁଃଖ ପରା ଯାଆଁଳା ଭାଇ କେହି କାହା ବିନା ରହନ୍ତି ନାହିଁ ଅଭିନ୍ନ ଭାବିବ ସୁଖ ଦୁଃଖ କୁ ମହାପୁରୁଷ ତ ବୋଲିବା ତାଙ୍କୁ