I'm Bhagya Laxmi and I love to read StoryMirror contents.
Share with friends
ଯେପରି ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିକୁ ସଦାବେଳେ ନୂତନ ଦିଗବଳୟ ଦେଖାଯାଏ, ସେହିପରି ମା ଓ ମହିଳାମାନେ ସୂର୍ଯ୍ୟପରି ଅନ୍ୟର ଜୀବନକୁ ଆଲୋକିତ କରିଥାନ୍ତି l
ଗାଁ ଘର 🛖 କାଲି ଯଦି ଯାଇ ପଚାରିବି ସେଠି ଦୁଆରେ ଶବ୍ଦ କରି, ଏଇ ଘରେ ଯିଏ ରହୁଥିଲା ଦିନେ ତାକୁ ଟିକେ ଡାକ ବୋଲି, ଦୁଆର କବାଟ ଖୋଲିଯିବ ଆପେ ଘର ଥିବା ନିଛାଟିଆ, ରହୁଥିବା ସ୍ଥାନେ କେହି ନଥିବେ ଘର ଏବେ ଏକୁଟିଆ ..... bhagyalaxmi