ମହାଗାଲୁଆ ସନୁ
Literary Colonel
76
ପୋଷ୍ଟସ୍
151
ଅନୁସରଣକାରୀ
4
ଅନୁସରଣ କରୁଛନ୍ତି

ବ୍ୟଙ୍ଗ ମୟ ଜୀବନ ଆଉ ବ୍ୟଙ୍ଗହିଁ ସର୍ବସ୍ବ

ବନ୍ଧୁମାନଙ୍କ ସହ ବାଣ୍ଟନ୍ତୁ
Earned badges
See all

ମୁଁ କେମିତି ଅଛି? ଅବଶ୍ୟ ତୁମେ ପଚାରିଛ ଦୋଷ ମୁଁ ତୁମକୁ ଦେଈ ନାହିଁ କ୍ଷତପୂରଣରୁ କରୁ କରୁ ମୁଁ ନିଜେ କ୍ଷତିଗ୍ରସ୍ତ

ହେଇଯିବି ଆଉଥରେ ମୁଁ ବୈଶ୍ରବଣୀ , ତୁମ ପାଲଟି ଯାଅ ରାମ , ଆଉ ଥରେ କରିବି ମୁଁ ନିବେଦନ, ନିଚ୍ଛକ ରଙ୍ଗ ର ପ୍ରେମ ।।

ଆଜି ତା ସବୁ ଭୁଲି ଗଲେଣି , ପ୍ରକୃତ ରେ କେତେ ତାର ମହତ୍ୱ ନ୍ୟାୟ , ସତ୍ୟ, ଉଚିତ ପାଇଁ ସବୁ ବେଳେ ଲଢେଇ କରି ଆସୁଛି , ପାଖରେ ରହି ସବୁବେଳେ କୁହେ , ମୁଁ କଲମ ଅଛି ।।

ପ୍ରେମିକା ଓ ମଦ ଠିକ ଏକା ପରି। ଦୁହିଁ କୁ ଯେତେ ବୁଝିଲେ ବି ସବୁ ବେଳେ ଅବୁଝା ।

କଲମ ବିନା କାଗଜ ର କିଛି ମାନେ ନଥାଏ, ଆଉ ହୃଦୟ ବିନା ପ୍ରେମ ର ମୂଲ୍ୟ ନଥାଏ ।।

Life is like a cup of coffee , if you smell it it Will nice to you , but you have to ship up it for cafachino or latte ....


ଫିଡ଼୍

ଲାଇବ୍ରେରୀ

ଲେଖନ୍ତୁ

ସୂଚନା
ପ୍ରୋଫାଇଲ୍