ମୁଁ ଜଣେ ଶିକ୍ଷୟିତ୍ରୀ ଓ ଜଣେ ଲେଖିକା।
ମେଞ୍ଚାଏ ଅନ୍ଧାରରେ ଖଦ୍ୟୋତ ବି ନିଜର ପରାକାଷ୍ଠା ପ୍ରଦର୍ଶନ କରେ। ସମୟକୁ ଝୁରି ହେଲେ ସଂଯୋଗର ଅର୍ଥ ବୁଝିହୁଏ, ପରିଶ୍ରମ ତ ସମୟକୁ ବି ଠେଲି ଆଗକୁ ବଢେ।