Asish Behera
Literary Captain
56
Posts
60
Followers
3
Following

"ଅପାର କାବ୍ୟ ସଂସାରେ କବିରେବ ପ୍ରଜାପତିଃ ....।"

Share with friends
Earned badges
See all

ସୁରକ୍ଷା ନିୟମ ଆମରି ପାଇଁ ସଭିଏ ଆମେ ମାନିବା ଭାଇ

ସତର୍କ ରେ ସଦା କରୁଥାଅ କାମ ହଡବଡି ନ ହୋଇକି କେବେ କରିବନି ବୈଦ୍ୟୁତିକ କାମ ଏକା ତୁମେ ଯେ ଯାଇକି।

ସୁରକ୍ଷା ନିୟମ ଆମରି ପାଇଁ ସଭିଏ ଆମେ ମାନିବା ଭାଇ

ସତର୍କ ରେ ସଦା କରୁଥାଅ କାମ ହଡବଡି ନ ହୋଇକି କେବେ କରିବନି ବୈଦ୍ୟୁତିକ କାମ ଏକା ତୁମେ ଯେ ଯାଇକି।

ସୁରକ୍ଷା ନିୟମ ଆମେ ଭୁଲିବା ନାହିଁ ବିନା ପିପିଇ ରେ କାମ କରିବା ନାହିଁ

ବିପତ୍ତି ଅପେକ୍ଷା କାର୍ଯ୍ୟ କ୍ଷେତ୍ରେ ବିଳମ୍ବ ହେଉ ସୁରକ୍ଷିତ ଭାବେ କାର୍ଯ୍ଯ କର ଡର ନ ଥାଉ

ସତର୍କ ରେ ସଦା କରୁଥାଅ କାମ ହଡବଡି ନ ହୋଇକି କେବେ କରିବନି ବୈଦ୍ୟୁତିକ କାମ ଏକା ତୁମେ ଯେ ଯାଇକି।

ସମ୍ପର୍କ ବନ୍ଧନେ ଯେତେ ଯେତେ ତୁମେ ନୂଆ ନୂଆ ଯୋଡୁଥିବ ପୁରୁଣା ସମ୍ପର୍କ ସେତେ ସେତେ ତୁମ ଛିଡି ଛିଡି ସରିଯିବ ।।

ଯେତେବେଳ ଯାଏ ତବହସ୍ତ ଗୁରୁ ମସ୍ତକେ ଥିବ ଯେ ମୋର ଏ ମାୟା ସଂସାର ସକଳ କଷଣ କିଛି କରିବନି ମୋର 🙏🏻🙏🏻

Feed

Library

Write

Notification
Profile