I'm Smrutiprangya and I love to read StoryMirror contents.
Share with friends
ଯେତେବେଳେ ଜଣେ ଲେଖକର ଜୀବନ ଅନୁଭୂତି ଆଉ ଅଭିଜ୍ଞତା ରେ ପରିପୂର୍ଣ୍ଣ ହୋଇଥାଏ।ସେତେବେଳେ ତାର ଲେଖା ପ୍ରାଣବନ୍ତ ଏବଂ ରସମୟ ହୋଇଉଠେ।
ବେଳେବେଳେ ରକ୍ତର ସମ୍ପର୍କଠାରୁ, ସେହ୍ନ ପ୍ରେମର ସମ୍ପର୍କ ଅଧିକ ନିଜର ମନେହୋଇଥାଏ।କାହାକୁ ନିଜ ଅନ୍ତରରୁ ସେହ୍ନ, ପ୍ରେମ, ଭଲପାଇବା ଦେଇ ଆପଣାର କରିପାରିଲେ ସେଇଟା ହେବ ଜୀବନର ସବୁଠାରୁ ବଡ଼ ସମ୍ପର୍କ।
ବେଳେବେଳେ ରକ୍ତର ସମ୍ପର୍କଠାରୁ, ସେହ୍ନ ପ୍ରେମର ସମ୍ପର୍କ ଅଧିକ ନିଜର ମନେହୋଇଥାଏ।କାହାକୁ ନିଜ ଅନ୍ତରରୁ ସେହ୍ନ, ପ୍ରେମ, ଭଲପାଇବା ଦେଇ ଆପଣାର କରିପାରିଲେ ସେଇଟା ହେବ ଜୀବନର ସବୁଠାରୁ ବଡ଼ ସମ୍ପର୍କ।
ମଣିଷ ଯେତେ ଖରାପ ହେଉ ନା କାହିଁକି ନିଜ ଆତ୍ମା ର ସ୍ନିଗ୍ଧ ସୌନ୍ଦର୍ଯ୍ୟ କୁ ଅନୁଭଵ କରି ପାରିଲେ ଏକ ମହତ ପଥ ର ଯାତ୍ରୀ ହେଇ ପାରିବ ।