hrudananda sunani
Literary Captain
63
Posts
0
Followers
0
Following

I'm hrudananda and I love to read StoryMirror contents.

Share with friends
Earned badges
See all

ଦୀପାବଳୀରେ ଦୀପ ଜଳିଲେ ଲାଗେ ପରବ ଭଲି ଦୀପପରି ହେଲେ ଦେଶ ଜନ ଭବେ ଗରବ ବୋଲି

ନିତି ସକାଳ ଆସେ ସଞ୍ଜ ଯାଏ ନିତି କରମ ସାଥେ ଫଳ ଥାଏ

ଦୟାକର ଗୁରୁବର ଦୟାକର ତୁମର ଶିକ୍ଷାର୍ଥୀ କର ହେ ଉଦାର

ହେ ଗୁରୁ ମନ୍ତ୍ର, ବିଦ୍ୟା ଦିଅ ବତାଇ ଗୁରୁ ହେ, ତନ୍ତ୍ର, ବିଦ୍ୟା ଦିଅ ଶିଖାଇ

ଗୁରୁ ବୋଲି ଦୁଇ ଅକ୍ଷର ନମସ୍କାର ଗୁରୁ ବିନା ବିଦ୍ୟା ନାହିଁହେ ଏ ମଣିଷର

ଜୀବନ ନେ ସବୁବେଳେ ସୁଖ ନାଇଁ ଥାଏ ଦୁଃଖର ଗରଳ ପିଇ - ବାକେ କେବେ ହୁଏ

ମାତା ପ୍ରଥମ ଗୁରୁ ପିତା ଦ୍ଵିତୀୟ ଗୁରୁ ମାତାପିତା ଙ୍କ ଠାରୁ ଜୀବନ ମୋର ସୁରୁ

ଗୁରୁ ତୁମେ ଭବ ସାଗରୁ ଦିଅ ସୁଖ ଶୟନେ ସପନେ ଚିନ୍ତନେ ନିଅ ଦୁଃଖ


Feed

Library

Write

Notification
Profile