None
ମୁଁ ରଙ୍ଗ ହିନ ହେଇ ଯାଆନ୍ତି କି କେହି ମୋତେ ଦେଖି ନ ପାରନ୍ତେ, ମୁଁ ବାସ୍ନା ହିନ ହେଇ ଯାଆନ୍ତି କି କେହି ମୋତେ ଅନୁଭବ କରି ନ ପାରନ୍ତେ, ମୁଁ ଜଳ ହେଇ ଯାଆନ୍ତି କି କେହି ମୋ ବିନା ବଞ୍ଚି ନ ପାରନ୍ତେ ।