Dipti lekha Mishra
Literary Brigadier
AUTHOR OF THE YEAR 2019,2021 - NOMINEE

427
लेखन
229
फोल्लोवेर्स
38
फॉलोविंग

ସମସ୍ତ ମାନବ ମୋ ପାଇଁ ମହାନ ।ମୁଁ ଗଳ୍ପ ଓ କବିତା ଲେଖିବାକୁ ଭଲ ପାଏ ।ମୋ ଲେଖା ରେ କାହାର ଅନିଷ୍ଟ ଚିନ୍ତା ନ ଥାଏ ।ଆମ ପରିଃପାର୍ଶ୍ବରେ ଘଟୁଥିବା ଘଟଣା ଓ ନିଜ ଜୀବନର ସୁଖ ଦୁଃଖ କୁ ବାଣ୍ଟିବାର ଏକ ମାଧ୍ୟମ ମାତ୍ର ମୋ ଲେଖା ।ମୋ ନନା ଭରତ ମିଶ୍ର ଓ ଭାଇ ରବିନ୍ଦ୍ର କୁମାର ମିଶ୍ର ମୋତେ ଅଧିକ ଉତ୍ସାହିତ କରନ୍ତି ।ସୋସିଆଲ ମିଡିଆ ବନ୍ଧୁମାନେ ବି ପ୍ରେରଣା... Read more

मित्रांशी सामायिक करा
Earned badges
See all

କାହାକୁ କହିବି ଦୁଃଖ ମୋ ମନର ମନ ଟା ହେଉଛି ପର ଦୁଃଖ ବାଣ୍ଟି ସୁଖ ପାଇବି ଭାବିଲେ ଶୁଣନ୍ତିନି ମୋ ଠାକୁର | Dlm

ମୁଁ ଜାଣିପାରିଥିଲି ତୁମେ ଦିନେ ଫେରିଆସିବ ମୋତେ ଆଲିଙ୍ଗନ କରିବାକୁ କାରଣ, ସେଦିନ ତମ ଆଖି କହୁଥିଲା ମୋ ମନ ବି ବୁଝିଥିଲା ତୁମ ହୄୄୄୄଦ ର ଗୁପତ କଥାକୁ॥

ନାମ ମୋ ପ୍ରିୟାର ଆରମ୍ଭ ଏମିତି ଏକ ଅକ୍ଷରରେ ଥରେ ଆସେ ସପ୍ତାହରେ ତ ଥରେ ପୁଣି ମାସରେ ଆସିପାରେନି ସେ ବର୍ଷରେ କାରଣ ଲକ ପକାଏ ସେ ସୁନ୍ଦର ଏକ ସ୍ବପ୍ନରେ_॥DLM

ନିଜକୁ ବଡ କି ମହାନ ଭାବନ୍ତୁନି ଏବଂ ଅନ୍ଯକୁ ନିଜର ଶାସନରେ ରଖନ୍ତୁ ନାହିଁ॥ଖେଳ ଓଲଟିପାରେ ମଧ୍ୟ ..ସତର୍କ ସଂଯମ ରକ୍ଷା କରନ୍ତୁ॥

ତୁମେ ଦେଖିବାକୁ ଯେଉଁ ରଙ୍ଗ ତୁମ ନାମ ବି ସେ ରଙ୍ଗ ଝିଅ ପିଲାଙ୍କ ଡାକ ନାମ ତୁମ ନାମ ଜାତୀୟ ପତାକାର ଶୀର୍ଷରେ ତୁମେ ତୁମେ କେବଳ ସୁନ୍ଦର ନୁହଁ ପ୍ରିୟତମ॥DLM

ସଭିଏଁ ଜାଣନ୍ତି ଭଲପାଈବା ହେଲେ ପାଈପାରନ୍ତିନି ଭଲ କ୍ରୋଧ ରାଗ ହିଂସାରେ ବୁଡିରହି କରୁଥାନ୍ତି ଖାଲି କଲବଲ ॥ DLM

ମୁଁ ତ ଏତେ ଗରୀବ ପିଲାଟି ମ୍ୟୁଜିୟମ କଣ ଯିବି ଯେ ଗାଁ ଦୋକାନକୁ ବି ଯାଇପାରେନି ମ୍ୟୁଜିୟମ ତ ଧନ ଖୋଜେ ବୁଲିବାକୁ ଯିବି କେମିତି ପେଟକୁ ମୁଁ ଚାକୁଣ୍ତା ପତରେ ପୂଜେ ॥DLM

ଭୂତ ବୋଲି କିଛି ନାହିଁରେ ଧନ ଭୂତ ଅଟେ ଏ ଦୁର୍ବଳ ମନ ଭୂତ ସହ ଯଦି ଲଢିବୁ ତୁହିରେ ଭୂତ ହେବ ଯେ ମିଛସପନ ॥DLM

ଟଙ୍କା କରେ ମୁହଁ ବଙ୍କା ଲୋ ସାଙ୍ଗ ଟଙ୍କା ପାଇଁ ସବୁ ବଙ୍କା ଟଙ୍କା ପାଇଁ ସାଜିବୁନି ଲୋଭୀ ଚାଲିବୁନି ବାଟ ଅଙ୍କାବଙ୍କା ॥DLM


फीड

लाइब्रेरी

लिहा

सूचना
प्रोफाइल