Chandrakanta Jena
Literary Colonel
AUTHOR OF THE YEAR 2020 - NOMINEE

78
Posts
11
Followers
9
Following

I am a writer

Share with friends
Earned badges
See all

ବସି ଖାଉଥିବା ଲୋକ ପରିର୍ଶମର ମୂଲ୍ଯ ବୁଝିପାରେନି, ଅଳଶୁଆକୁ ସମୟ ଜ୍ଞାନର ଅଭାବ ଥାଏ । c.k jena

ତୁମେ ତୁମର ସମୟ ଓ ପରିସ୍ଥିତି କୁ ସମ୍ମାନ ଦେଇ ଧର୍ଯ୍ୟର ସହ କର୍ମ ନିର୍ବାହନ କରିଚାଲ , ତୁମ କର୍ମ ର ଫଳ କେବେ ବି ବୃଥା ଯିବ ନାହିଁ । c.k. jena

ଦୁନିଆଁରେ ସବୁଠାରୁ ଘୃଣ୍ୟ ଓ ନିଚ କର୍ମ ହେଲା ବଳାତ୍କାର !

କାମାନ୍ଦ ପୁରୁଷକୁ ନାରୀର ସମ୍ନାନ କରି ଆସେନି !


Feed

Library

Write

Notification
Profile