@chittaranjan-dehury

CHITTARANJAN DEHURY
Literary Colonel
60
Posts
1
Followers
2
Following

I'm CHITTARANJAN and I love to read StoryMirror contents.

Share with friends

ନୀରବ ନିଶିଥେ ନିର୍ଜନତା ପଥେ ନିଃସହାୟପଣେ ଯୁଝେ ନୀରବତା ସାଥେ ନିରଙ୍କୁଶ ରଥେ ଧୀରେ ଧୀରେ ନିଜେ ବୁଝେ...

ଆସି ଦେଖି ଯାଆ କଜଳପାତିଆ ତୋ ସଖି କେମିତି ଝୁରେ ଅଜବ ଦୁନିଆ ସୁଲୁ ସୁଲୁ ବାଆ ଧରା ଦେଲେ କଥା ସରେ ।

ବାରମ୍ବାର ସେହି ତ୍ରୁଟି କଲେ କେହି ନୁହଁଇ ସେ ତ୍ରୁଟି ଗଣ୍ୟ, ନିଜ ଇଚ୍ଛେ ରହି ନେଲେ ନାବ ବାହି ଅପରାଧ କରେ ପଣ୍ୟ...

ପୁଷ୍କରିଣୀ ତୁଠେ ରକ୍ତଜବା ଓଠେ ଯେବେ ଦିଅ ସ୍ମିତହାସ୍ୟ, ତୁମ ଚଲାବାଟେ ହେବାକୁ ଫୁଲଟେ ଇଚ୍ଛା କରେ ମୁଁ ଅବଶ୍ୟ...

ସ୍ବେଦ, ଲହୁ, ଶୋଷ ଆଉ ତୃପ୍ତି ସବୁ ତ ଜୀବନ ବୁନ୍ଦା କର ସଂରକ୍ଷଣ ନୋହିଲେ ଲୁହ ଜଞ୍ଜିରରେ ବନ୍ଧା... #ବିଶ୍ୱ ଜଳ ଦିବସ

ମୋ ଚରିତ୍ରରେ ଅଭିମାନ ମୋର ମୁଖା ତଳେ ଛପି ପିଉଛି ଲୁହ ସଭିଙ୍କ ପସନ୍ଦ ମୋ କୃତ୍ରିମ ହସ କିଏ ବା ଶୁଣୁଛି ଛାତିର କୋହ...

ତୁମେ ଥିଲେ ପାଶେ ଗଭୀର ନିଶ୍ଵାସେ ବଢ଼େ ହୃଦୟ ସ୍ପନ୍ଦନ, କୁହ ପ୍ରିୟ ଶେଷେ ବିଜ୍ଞାନ ପ୍ରକାଶେ ଆବେଗ ନା ଆକର୍ଷଣ । #ବିଶ୍ୱ ବିଜ୍ଞାନ ଦିବସ

ଅତୀତ ସ୍ମୃତି ଯାଏ ଅନ୍ତର ଭେଦୀ କରାଏ ବାଧ୍ୟ ଝରାଇବାକୁ ଲୁହ, ହୃଦୟ ପୃଷ୍ଠା ରକ୍ତେ ରଞ୍ଜିତ ଛିଟା ପୋଛିଲେ ଯେତେ ଲିଭେନା ତା'ରି ମୁହଁ ।

ଥାଉ ପ୍ରତିପତ୍ତି ଅବା ସମ୍ପଦ ମାତୃଭାଷା ବିନା ସବୁ ନିଶବ୍ଦ । ଯେତେ କୁହ ତୁମେ ବିଦେଶୀ ଭାଷା ବିପଦେ ନିସ୍ଫୁରେ ହିଁ ମାତୃଭାଷା । #ବିଶ୍ୱ ମାତୃଭାଷା ଦିବସ


Feed

Library

Write

Notification
Profile