I'm CHITTARANJAN and I love to read StoryMirror contents.
Share with friends
ତୁମେ ଥିଲେ ପାଶେ ଗଭୀର ନିଶ୍ଵାସେ ବଢ଼େ ହୃଦୟ ସ୍ପନ୍ଦନ, କୁହ ପ୍ରିୟ ଶେଷେ ବିଜ୍ଞାନ ପ୍ରକାଶେ ଆବେଗ ନା ଆକର୍ଷଣ । #ବିଶ୍ୱ ବିଜ୍ଞାନ ଦିବସ
ଅତୀତ ସ୍ମୃତି ଯାଏ ଅନ୍ତର ଭେଦୀ କରାଏ ବାଧ୍ୟ ଝରାଇବାକୁ ଲୁହ, ହୃଦୟ ପୃଷ୍ଠା ରକ୍ତେ ରଞ୍ଜିତ ଛିଟା ପୋଛିଲେ ଯେତେ ଲିଭେନା ତା'ରି ମୁହଁ ।