Some things maybe never happen by fate but by karma..so some stories happen in this lifetime.
Love is all about,
the definition of two hearts that cannot be expressed by the lips but is expressed by the eyes; which is not mentioned in any book on earth.
I have been associated with you since that unknown age of mine. From childhood till now sometimes I feel like I am a small part of you.When the world turned against me, you gave me strength to fight my own battles.
You are mine forever in my imagination but in reality I'm only yours.
मेरा प्यार भले ही मुकम्मल ना हो लेकिन तुम हमेशा के लिए मेरे आखिर प्यार रहोगे।
ଥାଉ ଯାହା ଏ ଜନ୍ମରେ ହେଲାନାହିଁ ଆରଜନ୍ମ କୁ..
ଉଆଁସୀ ଝିଅମାନଙ୍କ ର ମୁହଁ ଗୁଡା ଯୌବନ ଝାଙ୍କିଲେ ଆକାଶରେ ଚାନ୍ଦ ଉଦିଆ ପୂନେଇ ରାତି ଭଳି କାହିଁ ଦିଶେ!
ସେଦିନ ସେ ବିନା ଯୁଦ୍ଧରେ ହାରିଗଲା ଆଉ ତମେ ଜିତିଗଲ ତା ହୃଦୟ ରାଜ୍ୟକୁ। କେଇଟା ମୁହୂର୍ତ୍ତ ରେ ଅପରିଚିତ ରୁ ହେଇଗଲ ହୃଦୟ ସର୍ବସ୍ବ।
ଜୀବନର ରାସ୍ତା ଅଲଗା ହେଇପାରେ କିନ୍ତୁ ଜୀବାନୁଭୂତି ପ୍ରାୟ ସମାନ ହୋଇପାରେ। କିଏ ହରେଇଥିବା ପଦାର୍ଥ ରୁ ଜୀବନ ଖୋଜେ ତ କିଏ ପାଇଥିବା ପଦାର୍ଥ କୁ ହରେଇ ବସିବାର ଆଶଙ୍କା ରେ ବଞ୍ଚେ।