Love is a feeling of affection, loyalty is the true identity of that love
Love comes from the heart, but loyalty comes from character.
"Don’t count the years, make each day true,
The world is brighter because of you.
Keep walking on with hope inside,
Success will walk right by your side."
ପ୍ରେମ ତ ଉଭୟ କରୁଥିଲେ,
ପ୍ରେମ ଅନ୍ୟ ଠୁ ତୁ ପାଇଗଲୁ କିନ୍ତୁ,
ଅପେକ୍ଷା ମୋ ଭାଗ୍ୟ ରେ ଲେଖିଦେଲୁ |
Some people comes to our life and utilize our resources and they leave in the middle without thinking of the loved one.
Life is beautiful, when you have the right person with you.
ମନ ଭିତରେ ବହୁତ ସାହସ ଦରକାର ହୋଇଥାଏ ଏ କଥାକୁ ସହିବାକୁ କି
ଯାହା କୁ ଆମେ ନିଜ ଜୀବନ ଠାରୁ ଅଧିକ ଭଲ ପାଇଥାନ୍ତି
ସେ ଆମ ଆଖି ସାମ୍ନାରେ ଆଉ କାହାର ହୋଇଯାଇଥାଏ
A true love never dies.
But now-a-days there is no true love exists.
ଅପମାନ ପାଇ ସାରିଲା ପରେ ସମ୍ପର୍କ ଭାଙ୍ଗିବା ଯେକେହି ଏହା କରିପାରିବେ,
କିନ୍ତୁ ଅପମାନ ପାଇ ସାରିଲା ପରେ ସମ୍ପର୍କକୁ ଧରି ରଖିବାକୁ ଏକ ବିଶାଳ
ହୃଦୟ ଆବଶକ୍ୟ କରେ ଯାହା ସମସ୍ତଙ୍କ ପାଖରେ ନଥାଏ |