@2joplwxe

Laxminarayan Sahoo
Literary Captain
58
Posts
10
Followers
40
Following

I'm Laxminarayan and I love to read StoryMirror contents.

Share with friends
Earned badges
See all

Submitted on 05 Sep, 2021 at 08:11 AM

ଯେଉଁ ଗୁରୁମାନଙ୍କ ପ୍ରଦତ୍ତଆଲୋକରେ ସଂସାର ଦେଖିବାକୁ ମୁଁ ସମର୍ଥହୋଇପାରିଛି ସେମାନଙ୍କ ପାଦ ପଦ୍ମରେ କୋଟି ପ୍ରଣାମ ।

Submitted on 04 Sep, 2021 at 12:30 PM

ମୁଁ ଯଦି ଏକଲବ୍ୟ ହୋଇଥାନ୍ତି ଦେଇ ନ ଥାନ୍ତି ଗୁରୁ ଦକ୍ଷିଣା, ମୁଁ ଯଦି ଅର୍ଜୁନ ହୋଇଥାନ୍ତି କରି ନ ଥାନ୍ତି ଗୁରୁ ହତ୍ଯା ।।

Submitted on 04 Sep, 2021 at 12:16 PM

ମୁଁ ଯଦି ଏକଲବ୍ୟ ହୋଇଥାନ୍ତି ଦେଇ ନ ଥାନ୍ତି ଗୁରୁ ଦକ୍ଷିଣା, ମୁଁ ଯଦି ଅର୍ଜୁନ ହୋଇଥାନ୍ତି କରି ନ ଥାନ୍ତି ଗୁରୁ ହତ୍ଯା ।।

Submitted on 09 Jun, 2021 at 17:14 PM

ବିହଙ୍ଗ ଜନମ ଗଗନେ ଚାରଣ ପାଇଁ ନଦୀର ଜନମ ସାଗରେ ମିଶିବା ପାଇଁ ମଣିଷ ଜନମ ମହତ କରମ ପାଇଁ।

Submitted on 21 Feb, 2021 at 11:54 AM

କୌଣସି କାର୍ଯ୍ୟରେ ଅସଫଳ ହେଲେ ଆମେ କହୁ ନିଜର ଭାଗ୍ଯଫଳ, କୌଣସି କାର୍ଯ୍ୟରେ ସଫଳ ହେଲେ କହୁ ନିଜ ବୁଦ୍ଧି ଓ କୌଶଳ ।।

Submitted on 02 Feb, 2021 at 17:27 PM

ଯାହା ଚିରନ୍ତନ ସତ୍ୟ ଆମେ ତାହାକୁ ଉପେକ୍ଷା କରୁ ଯାହା ଅସମ୍ଭବ ଓ ମିଥ୍ୟା ଆମେ ତାହାକୁ ଅପେକ୍ଷା କରୁ ।

Submitted on 22 Jan, 2021 at 15:14 PM

ତୁମେ କହିଥିଲ ତୁମରି ହୃଦୟ ରହିଛି ମୋ ପାଇଁ ଖୋଲା ଯେତେବେଳେ ମୁଁ ଯିବାକୁ ବସିଲି ଦେଖିଲି ପଡ଼ିଛି ତାଲା ।।

Submitted on 19 Jan, 2021 at 01:18 AM

ସରସା ହେଉ କି ନିରସା ବୁନୁ ଥିବୁ ଭାଇ କରମ୍ କପାଲ୍ ପଡିଆ ନାଇଁ ପଡ଼େ ବୁନି ଥିଲେ ଦାଇ।।

Submitted on 31 Dec, 2020 at 06:47 AM

ଯାଉଛି ....... ଯନ୍ତ୍ରଣା ଆସୁଛି ....... ଆଶଙ୍କା ।।


Feed

Library

Write

Notification
Profile