@laxminarayan-sahoo

Laxminarayan Sahoo
Literary Captain
69
Posts
8
Followers
38
Following

I'm Laxminarayan and I love to read StoryMirror contents.

Share with friends

ଗୁରୁ ତୁମେ ଶ୍ରେଷ୍ଠ ଗୁରୁ ତୁମେ ନିଷ୍ଠ ବନ୍ଦୁଛି ତୁମ ଚରଣ । ଗୁରୁ ତୁମେ ପୂଜ୍ୟ ଗୁରୁ ତୁମେ ସୂର୍ଯ୍ୟ ଲୋଡୁଛି ତୁମ ଶରଣ ।।

ଗୁରୁ ତୁମେ ଶିଖା ଅଟ ଦୀପ୍ତ ଆଲୁଅର ଗୁରୁ ତୁମେ ଶିଖାଅତ ଅମ୍ଳାନ ଅକ୍ଷର ।।

ଯେଉଁ ଗୁରୁମାନଙ୍କ ପ୍ରଦତ୍ତଆଲୋକରେ ସଂସାର ଦେଖିବାକୁ ମୁଁ ସମର୍ଥହୋଇପାରିଛି ସେମାନଙ୍କ ପାଦ ପଦ୍ମରେ କୋଟି ପ୍ରଣାମ ।

ମୁଁ ଯଦି ଏକଲବ୍ୟ ହୋଇଥାନ୍ତି ଦେଇ ନ ଥାନ୍ତି ଗୁରୁ ଦକ୍ଷିଣା, ମୁଁ ଯଦି ଅର୍ଜୁନ ହୋଇଥାନ୍ତି କରି ନ ଥାନ୍ତି ଗୁରୁ ହତ୍ଯା ।।

ମୁଁ ଯଦି ଏକଲବ୍ୟ ହୋଇଥାନ୍ତି ଦେଇ ନ ଥାନ୍ତି ଗୁରୁ ଦକ୍ଷିଣା, ମୁଁ ଯଦି ଅର୍ଜୁନ ହୋଇଥାନ୍ତି କରି ନ ଥାନ୍ତି ଗୁରୁ ହତ୍ଯା ।।

ବିହଙ୍ଗ ଜନମ ଗଗନେ ଚାରଣ ପାଇଁ ନଦୀର ଜନମ ସାଗରେ ମିଶିବା ପାଇଁ ମଣିଷ ଜନମ ମହତ କରମ ପାଇଁ।

କୌଣସି କାର୍ଯ୍ୟରେ ଅସଫଳ ହେଲେ ଆମେ କହୁ ନିଜର ଭାଗ୍ଯଫଳ, କୌଣସି କାର୍ଯ୍ୟରେ ସଫଳ ହେଲେ କହୁ ନିଜ ବୁଦ୍ଧି ଓ କୌଶଳ ।।

ଯାହା ଚିରନ୍ତନ ସତ୍ୟ ଆମେ ତାହାକୁ ଉପେକ୍ଷା କରୁ ଯାହା ଅସମ୍ଭବ ଓ ମିଥ୍ୟା ଆମେ ତାହାକୁ ଅପେକ୍ଷା କରୁ ।

ତୁମେ କହିଥିଲ ତୁମରି ହୃଦୟ ରହିଛି ମୋ ପାଇଁ ଖୋଲା ଯେତେବେଳେ ମୁଁ ଯିବାକୁ ବସିଲି ଦେଖିଲି ପଡ଼ିଛି ତାଲା ।।


Feed

Library

Write

Notification
Profile