I'm Laxminarayan and I love to read StoryMirror contents.
Share with friends
ଗୁରୁ ତୁମେ ଶ୍ରେଷ୍ଠ ଗୁରୁ ତୁମେ ନିଷ୍ଠ ବନ୍ଦୁଛି ତୁମ ଚରଣ । ଗୁରୁ ତୁମେ ପୂଜ୍ୟ ଗୁରୁ ତୁମେ ସୂର୍ଯ୍ୟ ଲୋଡୁଛି ତୁମ ଶରଣ ।।
ମୁଁ ଯଦି ଏକଲବ୍ୟ ହୋଇଥାନ୍ତି ଦେଇ ନ ଥାନ୍ତି ଗୁରୁ ଦକ୍ଷିଣା, ମୁଁ ଯଦି ଅର୍ଜୁନ ହୋଇଥାନ୍ତି କରି ନ ଥାନ୍ତି ଗୁରୁ ହତ୍ଯା ।।
ମୁଁ ଯଦି ଏକଲବ୍ୟ ହୋଇଥାନ୍ତି ଦେଇ ନ ଥାନ୍ତି ଗୁରୁ ଦକ୍ଷିଣା, ମୁଁ ଯଦି ଅର୍ଜୁନ ହୋଇଥାନ୍ତି କରି ନ ଥାନ୍ତି ଗୁରୁ ହତ୍ଯା ।।