narendra sahu
Literary Colonel
7
Posts
4
Followers
1
Following

I'm narendra and I love to read StoryMirror contents.

Share with friends

ମତୁଆଲା ମନ ଚାହେଁ ଆଲୋଡନ ତୁମ ପ୍ରୀତି ପରଶରେ, ଲୋଡଇ ନୟନ ବିଶ୍ୱାସ ଭାଜନ ଦୁହେଁ ଦୁହିଁଙ୍କ ଠାରେ। (ନରେନ୍ଦ୍ର ସାହୁ)

ବେଳେବେଳେ ଦାରିଦ୍ର୍ଯ ମଣିଷକୁ ଏମିତି ଏକ ସ୍ଥାନରେ ପହଞ୍ଚାଇ ଦିଏ ଯେ, ବିଶ୍ୱାସ ଓ ମାନ ସମ୍ମାନକୁ ପାଥେୟ କରି ବାଟ ଚାଲୁଥିବା ମଣିଷଟା ହଠାତ୍ ଅବାଟର ସାମୁଦ୍ରିକ ସ୍ରୋତର ଭଉଁରୀ ମଧ୍ଯରେ ବୁଡ଼ି ଛଟପଟ ହୋଇଥାଏ।

ବନ୍ଧୁ ପରିଜନ ବାହୁଡି ଆସିବେ ମଢାଟିଏ କହିଦେଇ, କର୍ମ ତୋର ଯିବ ସାଥେ ବହୁ ଦୂର ଅର୍ଜିଥିଲେ ପୂର୍ବେ ସେହି।


Feed

Library

Write

Notification
Profile