kalpana sahoo
Literary Captain
48
Posts
1
Followers
1
Following

I'm kalpana and I love to read StoryMirror contents.

Share with friends
Earned badges
See all

ତୁମର କାମ ଆଉ କଥା ଭିତରେ ଯଦି କୌଣସିବି ଖରାପ ହୁଏ, ତେବେ ସେ କଥା କିମ୍ବା କାମକୁ ନାଁ ତୁମେ ଭୁଲିପାର ନାଁ ଅନ୍ୟମାନେ!

ଯେପର୍ଯ୍ୟନ୍ତ ଅନ୍ୟ ବିଷୟରେ କିଛି କହୁଥିବ ଲୋକମାନେ ତୁମ କଥାକୁ ଧ୍ୟାନ ଦେଇ ଶୁଣୁଥିବେ, କିନ୍ତୁ ଥରେ ନିଜ ବିଷୟରେ କହିବା ଆରମ୍ଭ କର ସେହି ଲୋକମାନେ ବାହାନା ଦେଖାଇ ଚାଲିଯିବେ ।

हम सबको अपनी friend बनाने चाहते हैं, पर पता नहीं कैसे दुस्मन् पैदा हो जाते हैं ?

🙏ସୁବିଚାର🙏 _______________ ଅନ୍ୟର ଭୁଲ୍ କୁ ନଗଣି ନିଜର ଠିକ୍ କୁ ପରଖିବାକୁ ଚେଷ୍ଟା କର । ଦେଖିବ ନିଶ୍ଚୟ ଗୁଡାଏ ତ୍ରୁଟି ନଜର ଆସିବ । ତେଣୁ ଅନ୍ୟମାନଙ୍କ ପଛରେ ସମୟ ନଷ୍ଟ ନକରି ଉଚିତ୍ କର୍ମରେ ବିନିଯୋଗ କର । 🙏 ଶୁଭରାତ୍ରି🙏

ମଣିଷ ଦେହରେ ଯେତେ ରଙ୍ଗ ମାଖିଲେବି ଆଇନା ଆଗରେ ସେ ତା'ର ପ୍ରକୃତ ଚେହେରାକୁ ଲୁଚେଇ ପାରେନି।

इनसान खुद का गलतीयां गीनना भुल जाता है, और दुसरों के बारी आये तो सारे हिसाब दिखा देता है । है ना कमाल के बातें !

ତୁମର ମୂଲ୍ୟ ଯେ ବୁଝନ୍ତିନାହିଁ, ତାଙ୍କୁ ତୁମକୁ ହରାଇବାର ଭୟ କାହିଁକି ରହିବ ?

ଯୋଉଠି ଭଲପାଇବା ନାହିଁ, ସେଠି ତୁମର ହଜାରେ କଥାରବି କୌଣସି ମୂଲ୍ୟ ନାହିଁ ।

अगर हो सके तो मेहगीं ना सही सस्ती eraser बन जाना, पर खुसीयां भरी जीन्देगी में गम जोडने की मेहगीं पेनसील् मत बनना ।


Feed

Library

Write

Notification
Profile