Odia and Urdu Kabi
Share with friends
ପିଇଲେ ବି ମୃତ୍ୟୁ ନ ପିଇଲେ ମୃତ୍ୟୁ, ପାଣିରେ ମିଶିଛି ଅନ୍ୟାୟ ର ବିଷ, ଯୋଜନାରେ ବିତି ଗଲାଣି ଯେ ରାତି, ପୂରଣ ହେଉନି ସପନ କି ନିଦ। କବି ଇନାୟତ ଅଲୀ
ପରିବାର ଛାଡ଼ି ଧନ ପାଇଁ ଗଲା, ଧନ ପାଇଁ ଦେଖ ପରିବାର ଗଲା। ସୁଖ ପାଇଁ ଧନ ଆବଶ୍ୟକ ଥିଲା, ସୁଖ ଭୋଗିବାକୁ ଆୟୁଷ ନଥିଲା। କବି ଇନାୟତ ଅଲୀ
କଳା ରାସ୍ତ କୋଳେ ତାମଶା କରୁଛି, ଭାଗ୍ୟ କୋଠା ଘରେ ଖୁସିରେ ଶୋଇଛି। ସକାଳେ ଉଠୁଛି କୃଷକ, ଶ୍ରମିକ, ମହାଜନ ଖରା ଚଢିଲେ ଉଠୁଛି। କବି ଇନାୟତ ଅଲୀ