I'm yet Now A Student.. I love Poem Writting..
Share with friends
ପ୍ରେମ ଯେ ଏକ ଉଡା ଚଢେଇ ବସା ବାନ୍ଧେ ହୃଦୟର, ତୁମ ପ୍ରେମକୁ ମୋ ପ୍ରେମ କରିନେଇଥିଲା ନିଜର, ସମ୍ପର୍କର ଯୋଡି ଅଟକି ରହିଗଲା ଅଧାବାଟରେ, ତୁମ ପ୍ରେମ ମୋତେ ଗ୍ରହଣ କଲା ନୀ କରିଦେଲା ହତାଦର ✍️ ଜିତୁରାମ ସାହୁ💕
ମୋତେ ଯିଏ ଯାହା କହିବାର ଅଛି କହୁ, ମୋତେ ଯିଏ ଯାହା ଭାବିବାର ଅଛି ଭାବୁ, ସେହି ଉପରେ ମୋର ମନ୍ତବ୍ୟ ଦେବାର ନାହିଁ ମୁଁ ଜାଣିଛି,ମୁଁ କ'ଣ କରୁଛି ।
"ଉଚ୍ଚମନା ଉଚ୍ଚେ ଅମୃତ ଲଭଇ ନୀଚମନା ଲଭେ ବିଷ... ମଣିଷ ଭାଗ୍ୟରେ ତାହାହିଁ ଫଳୁଛି କିଏ କରିବରେ ଆଶ..!" ✍️ଜିତୁରାମ ସାହୁ