ସ୍ଵାତିଶ୍ରୀ ପରିଜା
1
Posts
0
Followers
0
Following
ବିଜ୍ଞାନ ବିଭାଗର ଛାତ୍ରୀ କିନ୍ତୁ ସାହିତ୍ୟ ପ୍ରେମରେ ପାଗେଳି......
ସାହିତ୍ୟ ପ୍ରେମରେ ଭିଜୁଥାଉ ମନ
ସାହିତ୍ୟ ମୋର ପ୍ରେମ ସାଧନ
ସାହିତ୍ୟକୁ ନେଇ ଦେଖେ ସପନ
ସାହିତ୍ୟରେ ହୁଏ ରାତି ଠୁ ଦିନ।
ପ୍ରଥମ ଇ-ପୁସ୍ତକ - ଶ୍ମଶାନ ଚମ୍ପା।
Share with friends