None
"ପୌଷ"ର କୁହୁଡି ଘେରା -- ସକାଳ ର ସବୁଜ ଧରାପୃଷ୍ଠ-- ବିନ୍ଦୁ--ବିନ୍ଦୁ --କାକର ରେ ଗାଲିଚା ଉଡ଼ିବୁଲେ - ନାନା ରଙ୍ଗର "ପ୍ରଜାପତି" ଆମ୍ବ ଵଉଳେ ଫଗୁଣ ମାସେ | ନିର୍ମଳା ନାୟକ