ମାଆ ଲକ୍ଷ୍ମୀ ସମଗ୍ର ମାନବ ଜାତି
ଉପରେ କୃପା ଦୃଷ୍ଟି ରଖ
ଦୀପାବଳୀର ହାର୍ଦ୍ଦିକ ଶୁଭେଚ୍ଛା
ଶରୀର ର ସାଜସଜ୍ଜା ଠାରୁ
ମନର ସ୍ୱଛତା ଉପରେ ଧ୍ୟାନ ଦିଅ
ଦେଖିବ ଏ ଦୁନିଆ ଦିନେ
ରାମ ରାଜ୍ୟ ପାଲଟି ଯିବ....
@ଅପରାଜିତା
ହୃଦୟ ରେ ମାନବିକତା ର
ଦୀପାବଳି ଥରେ ଜାଳି
ଦେଖ ତ, ଦୁନିଆ ଆପଣା ଛାଏଁ
ବଦଳିଯିବ....
@ଅପରାଜିତା
ହୃଦୟ ରେ ମାନବିକତା ର
ଦୀପାବଳି ଥରେ ଜାଳି
ଦେଖ ତ, ଦୁନିଆ ଆପଣା ଛାଏଁ
ବଦଳିଯିବ....
@ଅପରାଜିତା
ମହରେ ସନ୍ଦେହ ରହିଲେ
ଆମକୁ ଚାରିଆଡ଼ ଅନ୍ଧାର ଦିଶେ
ଓ ଠିକ ବି ଭୁଲ ଲାଗେ ବରଂ
ଯଦି ଆମେ ଆମ ମନର
ଆଲୋକ ଜଳେଇବା, ଠିକ ଓ
ଭୁଲ ଭିତରେ ଥିବା ପ୍ରଭେଦ
କୁ ବୁଝିବା ତେବେ ଆମ
ପଥରୁ ଅନ୍ଧକାର ଅପସରି ଯିବ
@ଅପରାଜିତା
ମହରେ ସନ୍ଦେହ ରହିଲେ
ଆମକୁ ଚାରିଆଡ଼ ଅନ୍ଧାର ଦିଶେ
ଓ ଠିକ ବି ଭୁଲ ଲାଗେ ବରଂ
ଯଦି ଆମେ ଆମ ମନର
ଆଲୋକ ଜଳେଇବା, ଠିକ ଓ
ଭୁଲ ଭିତରେ ଥିବା ପ୍ରଭେଦ
କୁ ବୁଝିବା ତେବେ ଆମ
ପଥରୁ ଅନ୍ଧକାର ଅପସରି ଯିବ
@ଅପରାଜିତା
ଜୀବନ ଏକ ସ୍ରୋତସ୍ୱିନୀ ସମ
ଆଗକୁ ବଢ଼ି ଚାଲିଥାଏ
ନଦୀ ସାଗର ରେ ମିଳିବା ଭଳି
ପରିଶେଷରେ ଅନନ୍ତ
ବିରାମ ନେଇ ଶୂନ୍ୟ
ପାରାବାର ରେ
ବିଲୀନ ହୋଇଯାଏ
@ଅପରାଜିତା
ହେ ଜୀବନ ଆ
ତୁ ବି ଟିକେ ବିଶ୍ରାମ ନେ
ମତେ କଷ୍ଟ ଦେଇ ଦେଇ
ତୁ ବି ଥକି ଯିବୁଣି....
@ଅପରାଜିତା
ମଣିଷ ଅନେକାଂଶ ରେ ନିଜ
ସମସ୍ୟାର ନିଜେ ଉଦ୍ଭାବକ
ସାଜିଥାଏ..... କାରଣ ସେ ଭୁଲିଯାଏ ଯେ ସେ ହେଉଛି
ସୃଷ୍ଟି ମାତ୍ର ସୃଷ୍ଟିକର୍ତ୍ତା ନୁହେଁ....
@ଅପରାଜିତା