ତ୍ରିନାଥ ବେହେରା
Literary Captain
32
Posts
24
Followers
0
Following

Govt. School teacher and CRCC

Share with friends

ନିଶ୍ବାସ ବନ୍ଦ ହୋଇଗଲେ ମଣିଷ ଥରୁଟିଏ ମରିଯାଏ କିନ୍ତୁ ବିଶ୍ବାସ ତୁଟି ଗଲେ ସେ ବଞ୍ଚିଥାଇ ସବୁ ଦିନ ପାଇଁ ମରିଯାଏ ll

ସକାଳ ============= ସକାଳ ର ସୁନ୍ଦରତା ଭରେ ମନେ ମାଦକତା ମତାଣିଆ ପବନରେ ମନ ସତେ ଉଡେ ବାରେ ଧିରେ ଧିରେ ବହୁ ଦୂରେ ବିହଙ୍ଗ କାକଳିରେ ଅଫୁରନ୍ତ ଉଲ୍ଲାସରେ ଝୁମେ ମନ ପ୍ରଭାତରେ ।। କବି-ତ୍ରିନାଥ ବେହେରା


Feed

Library

Write

Notification
Profile