I'm Ch Loknath and I love to read StoryMirror contents.
Share with friends
କର୍ମ ଓ ଭାଗ୍ୟ ମଧ୍ୟରେ ଏତିକି ପାର୍ଥକ୍ୟ ଯେ, ଆମେ ଭାଗ୍ୟକୁ କେବେ ବଦଳି ପାରିବା ନାହିଁ , କିନ୍ତୁ..କିନ୍ତୁ...... ଆମ କର୍ମ ଅନୁସାରେ ଭାଗ୍ୟ ନିର୍ଦ୍ଧାରିତ ହୋଇଥାଏ | ତେଣୁ ହେ ବନ୍ଧୁ! ସର୍ବଦା ସତମାର୍ଗକୁ ଆପଣେଇ ବର୍ତମାନ ସ୍ଥିତି ଅନୁସାରେ କର୍ମ କର,ଭାଗ୍ୟ ସ୍ୱୟଂ ତୁମ ପାଖକୁ ଆସିବ |
*ଯେଉଁ ବ୍ୟକ୍ତିକୁ ତୁମେ ବାରମ୍ବIର ବେଖାତିର କଲେ ମଧ୍ୟ ତୁମଠୁ ଦୂରେଇ ଯାଏନି, କାରଣ ତୁମ ବିନା ତାଙ୍କର ଆଉ କେହି ନାହିଁ ବୋଲି ନୁହେଁ,ବୁଝିଯାଅ ବନ୍ଧୁ ସେ ତୁମକୁ ତା' ଜୀବନଠୁ ଅଧିକ ଭଲପାଏ |*
*✍️ରେଡ଼ିଙ୍କ ମନରୁ ପଦେ* ଯେଉଁ ବ୍ୟକ୍ତିକୁ ତୁମେ ବାରମ୍ବIର ବେଖାତିର କଲେ ମଧ୍ୟ ତୁମଠୁ ଦୂରେଇ ଯାଏନି, କାରଣ ତୁମ ବିନା ତାଙ୍କର ଆଉ କେହି ନାହିଁ ବୋଲି ନୁହେଁ,ବୁଝିଯାଅ ବନ୍ଧୁ ସେ ତୁମକୁ ତା' ଜୀବନଠୁ ଅଧିକ ଭଲପାଏ |