I'm Sanjeeb Kumar and I love to read StoryMirror contents.
Share with friends
ଆଗରୁ ମୁହଁ ନଖୋଲିଲା ପର୍ଯ୍ୟନ୍ତ ମୂର୍ଖ କିଏ ଜ୍ଞାନୀ କିଏ ଜଣା ପଡୁନଥିଲା। ଆଜିକାଲି କିନ୍ତୁ ମୁହଁ ନଖୋଲିଲେ ବି ହ୍ଵାଟ୍ସଆପ ଷ୍ଟେଟସରୁ ମୂର୍ଖର ମୂର୍ଖତାର ପରିଚୟ ମିଳିଯାଏ। Sanjeeb Kumar Nag
ପ୍ରତ୍ୟେକ ଜୀବନସାଥି ପତି ବା ପତ୍ନୀ ହୋଇ ପାରନ୍ତି କିନ୍ତୁ ପ୍ରତ୍ୟେକ ପତି ବା ପତ୍ନୀ ଜୀବନସାଥି ହୋଇ ପାରନ୍ତି ନାହିଁ। Sanjeeb Kumar Nag