ସହଜ ଉପାୟରେ ଶତ ପ୍ରତିଶତ ସଫଳତା ପରିବର୍ତ୍ତେ ସ୍ବ ପରିଶ୍ରମ ର ସ୍ୱଳ୍ପ ପରିଣାମ ଆତ୍ମତୃପ୍ତି ଦେଇଥାଏ
ଅବିଶ୍ରାନ୍ତ ଅବିରାମ ପରିଶ୍ରମ ବୃକ୍ଷରେ ହିଁ ସାଫଲ୍ୟ ର ଫଳ ପକ୍ୱ ହୋଇଥାଏ
ଉଚ୍ଚାରଣ ଓ ଆଚରଣ ର ସମନ୍ୱୟ ହିଁ ବିଜୟର ସ୍ତମ୍ଭ
ଆଲୋକ ସାଧନ ର ଅନୁପସ୍ଥିତି
ହିଁ ଘନ ଅନ୍ଧକାର ର ବିଜୟ
ପରଶ୍ରୀକାତରତା ରେ ଲବ୍ଧ
ସଫଳତା ପରବର୍ତ୍ତୀ ସମୟରେ ଆତ୍ମଗ୍ଲାନି ହୋଇ ଛିଡା ହୁଏ
ସଂକଳ୍ପ ନିମନ୍ତେ ବିକଳ୍ପ ଠାରୁ ଦୁରେଇ ଯିବା ବୁଦ୍ଧିମାନ ର କାମ