"ତନ୍ଦ୍ରା ହୀନ ରାତ୍ରିରେ ଆଜି ନିଶା ଗରଜୁଛି ନୀଳ ଆକାଶରେ ଆଜି ଜହ୍ନ ଖେଳୁଛି, ଜହ୍ନ ପାଖେ ଟିକେ ଅପେକ୍ଷାରେ ରୁହ ମୋର କିଛି କାମ ବାକି ପଡ଼ିଛି" Lunar

ମୁଁ କବି ନା କବିତା ଜାଣେନା ନିଶବ୍ଦତା ରେ କିଛି ଶବ୍ଦ ଲେଖେ ମୁଁ କାହାକୁ ଖୋଜେ ଜାଣେନା ତେବେବି ମୋ ନିରବ ଆଖିର ଆଦ୍ରତା କାହାପାଇଁ ଭିଜେ।
କିଛି ହସ୍ତାକ୍ଷର ତୁମର କାହିଁ କେବେଠୁ ମୋ ପାଖେ ପଡ଼ିଛି ଯେବେ ବି ତାକୁ ଦେଖେ, ସେ ଫିକ୍ କିନା ହସି ଦିଏ ଯଦିବା ସେ ହସ ଟା ମୋ ଓଠ ର ଥାଏ । Lunar Das.