Lunar Das
Literary Colonel
101
પોસ્ટ
2
અનુસરતા
11
ફોલોઈંગ

Hello everyone,I am Lunar and I really love writing poems and stories and I am a passionate reader as well. I specialize in Odia Poems and stories. If you are here please do check out my work. Have a great day!

મિત્રો સાથે શેર કરો
Earned badges
See all

"ତନ୍ଦ୍ରା ହୀନ ରାତ୍ରିରେ ଆଜି ନିଶା ଗରଜୁଛି ନୀଳ ଆକାଶରେ ଆଜି ଜହ୍ନ ଖେଳୁଛି, ଜହ୍ନ ପାଖେ ଟିକେ ଅପେକ୍ଷାରେ ରୁହ ମୋର କିଛି କାମ ବାକି ପଡ଼ିଛି" Lunar

ମୁଁ କବି ନା କବିତା ଜାଣେନା ନିଶବ୍ଦତା ରେ କିଛି ଶବ୍ଦ ଲେଖେ ମୁଁ କାହାକୁ ଖୋଜେ ଜାଣେନା ତେବେବି ମୋ ନିରବ ଆଖିର ଆଦ୍ରତା କାହାପାଇଁ ଭିଜେ।

ତୁମେ ସେତେବେଳେ ମୋ ପାଖେ ହାରିଯିବ ଯେତେବେଳେ ତୁମ ଅହଂକାର ମୋ ସ୍ନେହ ଠୁ ଅଧିକ ହୋଇଯିବ । Lunar Das.

ଅଵ୍ୟର୍ଥ ନୁହେଁ ସେ ଅନୁରାଗ ଯେଉଁଠି ପ୍ରଥମ ସକାଳ ଟେ କହେ, ଆଜି ଦିନର ପ୍ରଥମ ହସ ତୁମ ପାଇଁ ।

କିଛି ହସ୍ତାକ୍ଷର ତୁମର କାହିଁ କେବେଠୁ ମୋ ପାଖେ ପଡ଼ିଛି ଯେବେ ବି ତାକୁ ଦେଖେ, ସେ ଫିକ୍ କିନା ହସି ଦିଏ ଯଦିବା ସେ ହସ ଟା ମୋ ଓଠ ର ଥାଏ । Lunar Das.

ଜଣେ ମଣିଷ ଜୀବନରେ ଯିଏ ବି କେହି ଆସନ୍ତୁ ନା କାହିଁକି ତା ' ହୃଦୟରେ କେବଳ ଜଣକ ପାଇଁ ସତ୍ୟ ଟିଏ ଲୁଚି ରହିଥାଏ।ସେହି ସତ୍ୟ ତା'ର ସୁଖ , ଦୁଃଖ ଅବା ଏକାନ୍ତ ମୁହୂର୍ତ୍ତରେ ବାର ବାର ଉଙ୍କି ମାରେ....। Lunar Das.

ફીડ

લાઈબ્રેરી

લાખો

સૂચના
પ્રોફાઈલ