STORYMIRROR

#ଆକାଂକ୍ଷା – ଜାନୁୟାରୀ ସଂଖ୍ୟା ୨୦୧୯

SEE WINNERS

Share with friends

ଆକାଂକ୍ଷା – ଜାନୁୟାରୀ ସଂଖ୍ୟା ୨୦୧୯

Duration: Nov 21, 2018 – Dec 20, 2018 
 

Introduction
 
ମହାଶୟ/ମହାଶୟା,
ଷ୍ଟୋରିମିରର୍ ଓଡ଼ିଆ ତରଫରୁ ସାରସ୍ଵତ ଅଭିନନ୍ଦନ ଆଉ ଶୁଭେଚ୍ଛା  । ଆମେ ଅତ୍ୟନ୍ତ ଉଲ୍ଲାସର ସହ ଆପଣଙ୍କ ଜ୍ଞତାର୍ଥେ ଜଣାଉଅଛୁ ଯେ, ଆସନ୍ତା ନୂତନ ବର୍ଷରୁ ଓଡ଼ିଆ ସାହିତ୍ୟର ନବ ଦିଗନ୍ତର ସନ୍ଧାନରେ ଷ୍ଟୋମିରର୍ ଆରମ୍ଭ କରିବାକୁ ଯାଉଛି ଏକ ନୂତନ ସାରସ୍ଵତ ଯାତ୍ରା । 
 
“ଆକାଂକ୍ଷା – ଜାନୁୟାରୀ ସଂଖ୍ୟା ୨୦୧୯ ”
ଆସନ୍ତା ନୂତନ ବର୍ଷରୁ ଷ୍ଟୋରିମିରର୍ ଓଡ଼ିଆ ତରଫରୁ ଏକ ମାସିକ ଇ – ପତ୍ରିକା ପ୍ରକାଶିତ ହେବାକୁ ଯାଉଛି । 
ତେଣୁ ନିମ୍ନରେ ପ୍ରଦତ୍ତ ସୂଚନାକୁ ଭିତ୍ତିକରି ନିଜର ସୁ ନିର୍ବାଚିତ ଲେଖା ପ୍ରଦାନ କରନ୍ତୁ ।

Rules
 
ଲେଖା ଅନ୍ୟ କୌଣସି ପତ୍ରିକାରେ ପ୍ରକାଶିତ ହୋଇନଥିବ ।
ଲେଖା ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।
ଯେ କୌଣସି ଲେଖା ଆପଣ ପ୍ରଦାନ କରିପାରିବେ ।

Content type 
 
ଗଳ୍ପ 
କବିତା 
ସମାଲୋଚନା ବା ପ୍ରବନ୍ଧ 
ଆମ ରୋଷେଇ
 
ସୁନିର୍ବାଚିତ ଲେଖା ( ଉଭୟ ଗଳ୍ପ ଓ କବିତା, ସମାଲୋଚନା ବା ପ୍ରବନ୍ଧ ଏବଂ ଆମ ରୋଷେଇ  )ଆଦି ବିଭାଗକୁ ନେଇ ଏକ ଇ- ପତ୍ରିକା ପ୍ରକାଶିତ ହେବ ।

Eligibility
 
ସମସ୍ତଙ୍କ ପାଇଁ ପ୍ରଯୋଜ୍ୟ
 
ବି.ଦ୍ର – ଏହି ଲିଙ୍କରେ କେବଳ କବିତା ଓ ଗଳ୍ପ ହିଁ ଗ୍ରହଣଯୋଗ୍ୟ ଆପଣ ସମାଲୋଚନା ବା ପ୍ରବନ୍ଧ ଏବଂ ଆମ ରୋଷେଇ ବିଭାଗ ପାଇଁ (www.blog.storymirror.com)  ଲିଙ୍କ ମାଧ୍ୟମରେ ନିଜ ଲେଖା ପ୍ରଦାନ କରନ୍ତୁ । ଏତତ୍ ସହିତ ଆପଣଙ୍କ ନାମ ଓ ଠିକଣା ସହ ଏକ ଫଟୋ (storymirrorphotocollection@gmail.com) ରେ ଆମକୁ ପ୍ରଦାନ କରନ୍ତୁ ।

Contact
Pallabini 
Mo -8637256605