ଆକାଂକ୍ଷା – ଜାନୁୟାରୀ ସଂଖ୍ୟା ୨୦୧୯
Duration: Nov 21, 2018 – Dec 20, 2018
Introduction
ମହାଶୟ/ମହାଶୟା,
ଷ୍ଟୋରିମିରର୍ ଓଡ଼ିଆ ତରଫରୁ ସାରସ୍ଵତ ଅଭିନନ୍ଦନ ଆଉ ଶୁଭେଚ୍ଛା । ଆମେ ଅତ୍ୟନ୍ତ ଉଲ୍ଲାସର ସହ ଆପଣଙ୍କ ଜ୍ଞତାର୍ଥେ ଜଣାଉଅଛୁ ଯେ, ଆସନ୍ତା ନୂତନ ବର୍ଷରୁ ଓଡ଼ିଆ ସାହିତ୍ୟର ନବ ଦିଗନ୍ତର ସନ୍ଧାନରେ ଷ୍ଟୋମିରର୍ ଆରମ୍ଭ କରିବାକୁ ଯାଉଛି ଏକ ନୂତନ ସାରସ୍ଵତ ଯାତ୍ରା ।
“ଆକାଂକ୍ଷା – ଜାନୁୟାରୀ ସଂଖ୍ୟା ୨୦୧୯ ”
ଆସନ୍ତା ନୂତନ ବର୍ଷରୁ ଷ୍ଟୋରିମିରର୍ ଓଡ଼ିଆ ତରଫରୁ ଏକ ମାସିକ ଇ – ପତ୍ରିକା ପ୍ରକାଶିତ ହେବାକୁ ଯାଉଛି ।
ତେଣୁ ନିମ୍ନରେ ପ୍ରଦତ୍ତ ସୂଚନାକୁ ଭିତ୍ତିକରି ନିଜର ସୁ ନିର୍ବାଚିତ ଲେଖା ପ୍ରଦାନ କରନ୍ତୁ ।
Rules
ଲେଖା ଅନ୍ୟ କୌଣସି ପତ୍ରିକାରେ ପ୍ରକାଶିତ ହୋଇନଥିବ ।
ଲେଖା ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।
ଯେ କୌଣସି ଲେଖା ଆପଣ ପ୍ରଦାନ କରିପାରିବେ ।
Content type
ଗଳ୍ପ
କବିତା
ସମାଲୋଚନା ବା ପ୍ରବନ୍ଧ
ଆମ ରୋଷେଇ
ସୁନିର୍ବାଚିତ ଲେଖା ( ଉଭୟ ଗଳ୍ପ ଓ କବିତା, ସମାଲୋଚନା ବା ପ୍ରବନ୍ଧ ଏବଂ ଆମ ରୋଷେଇ )ଆଦି ବିଭାଗକୁ ନେଇ ଏକ ଇ- ପତ୍ରିକା ପ୍ରକାଶିତ ହେବ ।
Eligibility
ସମସ୍ତଙ୍କ ପାଇଁ ପ୍ରଯୋଜ୍ୟ
Contact
Pallabini
Mo -8637256605