Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ଜୟ ମା' ବଗ୍ଦେବୀ (ସାଧବ ବୋହୂ)

SEE WINNERS

Share with friends

ଜୟ ମା' ବଗ୍‌ଦେବୀ (Whatsapp Group)
କବିତା ଓ ଗଳ୍ପ ପ୍ରତିଯୋଗିତା
 
ସମୟ - ୦୩ ଅକ୍ଟୋବର - ୨୫ ନଭେମ୍ବର ୨୦୧୮
 
ବିଷୟ - ସାଧବ ବୋହୂ
 
              ସାରସ୍ୱତ ଶୁଭେଚ୍ଛା ଓ ଶୁଭକାମନା  । ଓଡ଼ିଆ ସାହିତ୍ୟର ଉନ୍ନତି ଓ ନୂତନ ଯୁବ ସାହିତ୍ୟିକ ସନ୍ଧାନ ପଥରେ ଅଗ୍ରସର ହେବା ସହିତ ନୂତନ ଆଲୋକର ସନ୍ଧାନ ପଥରେ ନିଜକୁ ଗତିଶୀଳ କରି ଅଦ୍ୟାବଧି ପଦଚାଳନା କରିଆସୁଥିବା ଷ୍ଟୋରି ମିରର ଇ - ସାହିତ୍ୟ ପ୍ରତିଷ୍ଠାନ ଓ ଜୟ ମା' ବଗ୍‌ଦେବୀ ସାହିତ୍ୟ ସଂଗଠନର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଯାଇଛି କବିତା ଓ ଗଳ୍ପ  ପ୍ରତିଯୋଗିତା ।
 
 
ନୀତିନିୟମ 
 
  •      କବିତା ଓ ଗଳ୍ପ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ମାନେ ପ୍ରଥମେ www.storymirror.com ଅନଲାଇନ ପୋର୍ଟାଲରେ ନିଜକୁ ପଞ୍ଜୀକରଣ କରିବାକୁ ପଡିବ ।
  •      ଯେଉଁ ଲେଖା ପ୍ରତିଯୋଗିତା ନିମନ୍ତେ ଦେଉଛନ୍ତି ତାହା ଷ୍ଟୋରି ମିରର ଅନଲାଇନ ପୋର୍ଟାଲରେ ପୋଷ୍ଟ କରିବାକୁ ପଡିବ । ଯାହା ସିଧାସଳଖ ଭାବେ ନିମ୍ନ ଲିଙ୍କରୁ ପୋଷ୍ଟ କରିପାରିବେ - https://contest.storymirror.com/oriya-competitions/ongoing
  •      ଲେଖା ଷ୍ଟୋରିମିରର ଅନଲାଇନ ପୋର୍ଟାଲରେ ପୋଷ୍ଟ ହେବା ଅନିବାର୍ଯ୍ୟ । ନ ହେଲେ ତାହା ବିଚାର ଅନ୍ତର୍ଭୁକ୍ତ ହେବ ନାହିଁ । 
  •      ଲେଖାଟି ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।

ପୁରସ୍କାର
 
ଶ୍ରେଷ୍ଟ ତିନୋଟି କବିତା ଓ ଗଳ୍ପକୁ ଷ୍ଟୋରି ମିରର ତରଫରୁ ପୁରସ୍କାର ସ୍ୱରୂପ  ଷ୍ଟୋରିମିରର ପ୍ରକାଶନର ବହୁ ଆଦୃତ ପୁସ୍ତକ  ସହ ଇ - ମାନପତ୍ର ପ୍ରଦାନ କରାଯିବ ।

 
Content type: Poem, Story
Contact person: For help contact: pallabini@storymirror.com