Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#“ଆମର ସୈନିକଙ୍କ ପାଇଁ ଗୋଟିଏ ସଲାମ”

SEE WINNERS

Share with friends

“ଆମର ସୈନିକଙ୍କ ପାଇଁ ଗୋଟିଏ ସଲାମ”

Duration: Aug 01, 2018 - Sep 15, 2018

Introduction

“ଯେବେ ଆପଣ ସୈନିକରେ ଭର୍ତ୍ତି ହୁଅନ୍ତି, ଆପଣଙ୍କୁ ଦେଶ ପାଇଁ ଜୀବନ ଉତ୍ସର୍ଗ କରିବାକୁ କୁହାଯାଏ । ତାହା ଗୋଟେ ବିଶାଳ ଶପଥ ନେବାକୁ ହୁଏ ।” -ମାଇକେଲ ଉଇଣ୍ଟର

ଅନେକଙ୍କ ସ୍ମରଣରେ, ଏବଂ ସମସ୍ତଙ୍କ ସମ୍ମାନରେ !!!

ଆମ ସୈନିକମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ଏବେ ସମୟ ଆସିଛି । ଯିଏ ସ୍ଵୟଂକୁ ବଳି ଦେଇ ଦେଶକୁ ଜୀବିତ ରଖିଥାନ୍ତି । ସେମାନେ ହେଉଛନ୍ତି ପ୍ରଥମ ଯିଏ କି ନିଃସ୍ଵାର୍ଥପର ଭାବେ ଯୁଦ୍ଧ କରନ୍ତି, ଯେମିତି ଆମେମାନେ ଆମ ଗୃହରେ ସୁରକ୍ଷିତ ରହିପାରିବା ।

ଷ୍ଟୋରିମିରର ଆପଣମାନଙ୍କୁ ନିମନ୍ତ୍ରଣ କରୁଛି, ଆପଣମାନେ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ନିଜ ନିଜର ଭାବନାକୁ ପରିପ୍ରକାଶ କରିପାରିବେ । ଆସନ୍ତୁ ସେମାନଙ୍କ କାହାଣୀକୁ ଅମର କରିବା ପାଇଁ ସଭିଏଁ ଏକାଠି ହେବା ।

ଯାହା ହେଲେ ବି , ଆମମାନଙ୍କ ଉପରେ ତାଙ୍କର ଋଣ ଅଛି ।


Rules

୧ ) କବିତା ନିମନ୍ତେ ଶବ୍ଦ ସୀମା ସର୍ବନିମ୍ନ ୧୦ଟି ଶବ୍ଦ ।

୨ )ଗଳ୍ପ ନିମନ୍ତେ ଶବ୍ଦ ସୀମା ସର୍ବନିମ୍ନ ୫୦ଟି ଶବ୍ଦ ।

୩ )କବିତା କିମ୍ବା ଗଳ୍ପ ସମ୍ପୂର୍ଣ୍ଣ ଭାବରେ ଲେଖକଙ୍କ ନିଜସ୍ୱ ହୋଇଥିବା ଅନିବାର୍ଯ୍ୟ ।

୪ ) ୦୧ ଅଗଷ୍ଟ ୨୦୧୮ ରୁ ୧୫ ସେପ୍ଟେମ୍ବର ୨୦୧୮ ସମୟ ସୀମା ମଧ୍ୟରେ ପ୍ରାପ୍ତ ହୋଇଥିବା ଲେଖା ହିଁ ବିଚାର ଅନ୍ତର୍ଭୁକ୍ତ ହେବ ।

୫ ) ପ୍ରତିଯୋଗୀତାର ବିଷୟ – “ଆମର ସୈନିକଙ୍କ ପାଇଁ ଗୋଟିଏ ସଲାମ” । ଲେଖା ପ୍ରଦତ୍ତ ବିଷୟ ସଙ୍ଗତ ନହେଲେ ତାହା ବିଚାରକୁ ନିଆଯିବ ନାହିଁ ।

୬ ) ଏହି ପ୍ରତିଯୋଗୀତାର ଉଦ୍ଦେଶ୍ୟ ହେଉଛି ଆମ ବୀର ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ।

୭ ) ବିଜୟୀ ଚୟନ ନିମନ୍ତେ ସମ୍ପାଦକଙ୍କ ମୂଲ୍ୟାଙ୍କନ + ପାଠକଙ୍କ ପସନ୍ଦ କରିଥିବା ସଂଖ୍ୟା + ଲେଖାଟିରେ ଷ୍ଟୋରି ମିରର ୱେବ ପୋର୍ଟାଲ ପୋର୍ଟାଲ https://storymirror.com ପରିଦର୍ଶନ ହୋଇଥିବା ସଂଖ୍ୟା ଆଦି ଦୃଷ୍ଟିରେ ରଖି ବିଚାର କରାଯିବ ।

୮ ) ପ୍ରତିଯୋଗୀତାର ଫଳାଫଳ ୩୦ ସେପ୍ଟେମ୍ବର ୨୦୧୮ରେ ଘୋଷଣା କରାଯିବ ।

୯ ) ହସ୍ତଗତ ସମସ୍ତ କବିତା ଓ ଗଳ୍ପ ଗଳ୍ପ https://contest.storymirror.com ପୋଷ୍ଟ ହୋଇଥିବା ଆବଶ୍ୟକ ।ନଚେତ ତାହା ପ୍ରତିଯୋଗୀତାରୁ ବାଦ ଦିଆଯିବ ।

୧୦ ) ଷ୍ଟୋରି ମିରରର ନିଷ୍ପତି ହିଁ ସର୍ବଶେଷ ନିଷ୍ପତି ଯାହା ସମସ୍ତ ପ୍ରତିଯୋଗୀ ପାଇଁ କାର୍ଯ୍ୟକାରୀ ହେବ ।


Prize

ହସ୍ତଗତ ଶ୍ରେଷ୍ଟ ୨୦ଟି ଗଳ୍ପ + ଶ୍ରେଷ୍ଟ ୩୦ଟି କବିତାକୁ ନେଇ ସେଇ ଭାଷାରେ ଏକ ଇ-ପତ୍ରିକା ପ୍ରସ୍ତୁତ କରାଯିବ ।

ଶ୍ରେଷ୍ଟ ୫ଟି ଲେଖା ନିମନ୍ତେ ଷ୍ଟୋରି ମିରର ତରଫରୁ ମାନପତ୍ର ପ୍ରଦାନ କରାଯିବ ।
Eligibility

ସମସ୍ତଙ୍କ ପାଇଁ ପ୍ରଯୋଜ୍ୟ ।


Languages: Oriya
Content type: Story, Poem
Contact person: For help contact: pallabini@storymirror.com; bikeshsahu.cool9@gmail.com