ପ୍ରେମର ଭାବନାକୁ ନେଇ ନୂଆ ବର୍ଷ ଆରମ୍ଭ କରନ୍ତୁ :- ଏହି ଜୀବନରେ କେବଳ ଗୋଟିଏ ହିଁ ଖୁସି ଅଛି…. ଭଲ ପାଇବା ଏବଂ ପ୍ରେମକରିବା । ପ୍ରେମ କରିବା ସବୁଠାରୁ ମୂଲ୍ୟବାନ ଭାବନା ଅଟେ । ପ୍ରେମ ମୂଲ୍ୟବାନ/ବହୁମୂଲ୍ୟ ଅଟେ । ଅପାଣମାନଙ୍କ ବିଚାରଧାରା ଓ ଭାବନାକୁ ନେଇ କବିତା କିମ୍ବା ଅନୁଗଳ୍ପ ମାଧ୍ୟମରେ contest.storymirror.com ପ୍ରତିଯୋଗିତାରେ ଭାଗ ନିଅନ୍ତୁ ।
- ବିଷୟ –ବହୁମୂଲ୍ୟ ପ୍ରେମ
- User remarks ରେ (#Love) ବ୍ୟବହାର କରିବେ ।
ତିନି ଟି ସର୍ବଶ୍ରେଷ୍ଠ କବିତା ଓ ତିନି ଗୋଟି ଲଘୁ ଗଳ୍ପ ପାଇଁ ପ୍ରତ୍ୟେକ ବିଜେତାଙ୍କୁ ୫୦୦/- ଟଙ୍କା ନଗଦ ପୁରସ୍କାର ସ୍ୱରୂପ ଦିଆଯିବ ଏବଂ ସର୍ବଶ୍ରେଷ୍ଠ କବିତା ଓ ଗଳ୍ପ ଗୁଡିକୁ ମାଗଣାରେ e-book କରାଯିବ ।
NA