Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ଲିଟକନ ଓଡିଆ - ସକାରାତ୍ମକ କ୍ରାନ୍ତି

SEE WINNERS

Share with friends

ଲିଟକନ ଓଡିଆ - ସକାରାତ୍ମକ କ୍ରାନ୍ତି

Duration: Dec 01, 2017 - Dec 31, 2017

Introduction
ସକାରାତ୍ମକ କ୍ରାନ୍ତି
ସ୍ମୃତି ହେଉଛି ଦୁର୍ଜୟ l ସକାରାତ୍ମକ ସ୍ମୃତି ସବୁ ବଳଶାଳୀ l ସେହି ସବୁ ସ୍ମୃତି ବର୍ତ୍ତମାନକୁ ପରିବର୍ତ୍ତନ କରିବା ତଥା ଭବିଷ୍ୟତକୁ ଆଲୋକିତ କରିବା ଶକ୍ତି ବହନ କରିଛନ୍ତି l
ମିଲଡ୍ରେଡ୍ ଲିସେଟ୍ ନର୍ମାନ ଠିକ୍ କହିଛନ୍ତି ଯେ ‘ତୁମର ଭାବନା ସବୁ କେତେ ଶକ୍ତିଶାଳୀ, ତାହା ଯଦି ତୁମେ ଅନୁଭବ କରିପାରୁଛ, ତୁମେ କେବେ ବି ନକାରାତ୍ମକ ଚିନ୍ତା କରିପାରିବ ନାହିଁ l’
ଆସନ୍ତୁ ଆମେ ମିଳିତ ଭାବରେ ଆମର ସ୍ମୃତି ଓ ଅନୁଭବ ସବୁକୁ ବାଣ୍ଟିବା, ଯାହାକୁ ଆମକୁ ଅଭିମନ୍ତ୍ରିତ କରି ରଖିଛି ଓ ସକାରାତ୍ମକ ଅନୁଭବ ଦେଇ ଆସିଛି l
ସେହି ସମୟକୁ ଚିନ୍ତା କରନ୍ତୁ ଯାହାକି ଆପଣଙ୍କୁ ସକାରାତ୍ମକତାର ଶକ୍ତିକୁ ଅନୁଭବ କରିବାର ଶକ୍ତି ଦେଇଛି l
ଏହାକୁ ବିଶ୍ୱବାସୀଙ୍କୁ ସହ ବାଣ୍ଟନ୍ତୁ l
https://contest.storymirror.com ରେ ପଜିଟିଭ୍ ଇଣ୍ଡିଆ (#Positiveindia) ହାସ୍ ଟ୍ୟାଗ୍ ବ୍ୟବହାର କରନ୍ତୁ l ଆପଣଙ୍କୁ ଗପ କୁହନ୍ତୁ l ଏହାର ପ୍ରଭାବର ସାକ୍ଷୀ ହୁଅନ୍ତୁ l ନିଜେ ଜଣେ କ୍ରାନ୍ତିକାରୀ ହୁଅନ୍ତୁ l
Rules

1. କବିତା ପାଇଁ ଶବ୍ଦ ସୀମା ଅତି କମ୍ ରେ ଦଶ ଗୋଟି ଶବ୍ଦ

2. ଗପ ପାଇଁ ଶବ୍ଦ ସୀମା ଅତି କମ୍ ରେ 50 ଗୋଟି ଶବ୍ଦ

3. ଚୋରୀ ହୋଇଥିବା ଲେଖା ଗ୍ରହଣୀୟ ନୁହେଁ

4. 1/12/2017 ଠାରୁ 31/12/2017 ଭିତରେ ଦିଆ ଯାଇଥିବା ଲେଖା ସବୁ ହିଁ ଗ୍ରହଣଯୋଗ୍ୟ

5. ପ୍ରତିଯୋଗିତାର ବିଷୟବସ୍ତୁ – ସକାରାତ୍ମକ କ୍ରାନ୍ତି l ବିଷୟବସ୍ତୁ ବାହାରେ ଦିଆ ଯାଇଥିବା ଲେଖା ଗ୍ରହଣ କରାଯିବ ନାହିଁ l

6. ଦୁଇଟି ସ୍ଥାନରେ, ଯଥା : ଦ୍ୱିତୀୟ ପର୍ଯ୍ୟାୟ : ଆପଣଙ୍କ ଲେଖା ଏଠାରେ ଦିଅନ୍ତୁ(ଗପ ଓ କବିତା ଶେଷରେ) ଏବଂ ଚତୁର୍ଥ ପର୍ଯ୍ୟାୟ : ସମ୍ପାଦକଙ୍କ ପାଇଁ ମନ୍ତବ୍ୟ ରେ ପଜିଟିଭ୍ ଇଣ୍ଡିଆ (#Positiveindia) ହାସ୍ ଟ୍ୟାଗ୍ ବ୍ୟବହାର କରନ୍ତୁ l


Prize
15000 ଟଙ୍କାର ପୁରସ୍କାର ଏହି ପ୍ରତିଯୋଗିତା ପାଇଁ ରଖା ଯାଇଛି l ସର୍ବ ଶ୍ରେଷ୍ଠ ଛଅ ଜଣ ପ୍ରତିଯୋଗୀଙ୍କୁ ପାଞ୍ଚ ଶହ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ ବୋଲି ସ୍ଥିର କରାଯାଇଛି l
Eligibility
କୃତ୍ତି ପ୍ରତିଯୋଗୀମାନଙ୍କୁ ଆକର୍ଷଣୀୟ ପୁରସ୍କାର ଦିଆଯିବ l
Languages: Oriya
Content type: Story, Poem
Contact person: For help contact rasmirekhatripathy@gmail.com