Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#କବି କବିତା ଓ ଓଡିଶା ( ବିଷୟ - ଧୋକା)

SEE WINNERS

Share with friends

କବି କବିତା ଓ ଓଡିଶା ( Whatsaap Group)
କବିତା ଓ ଗଳ୍ପ  ପ୍ରତିଯୋଗିତା
ସମୟ  
୦୩ ଅକ୍ଟୋବର - ୨୫ ନଭେମ୍ବର ୨୦୧୮
 
ବିଷୟ - ଧୋକା
 
              ସାରସ୍ୱତ ଶୁଭେଚ୍ଛା ଓ ଶୁଭକାମନା  । ଓଡ଼ିଆ ସାହିତ୍ୟର ଉନ୍ନତି ଓ ନୂତନ ଯୁବ ସାହିତ୍ୟିକ ସନ୍ଧାନ ପଥରେ ଅଗ୍ରସର ହେବା ସହିତ ନୂତନ ଆଲୋକର ସନ୍ଧାନ ପଥରେ ନିଜକୁ ଗତିଶୀଳ କରି ଅଦ୍ୟାବଧି ପଦଚାଳନା କରିଆସୁଥିବା ଷ୍ଟୋରି ମିରର ଇ ସାହିତ୍ୟ ପ୍ରତିଷ୍ଠାନ ଓ କବି କବିତା ଓ ଓଡିଶା ସାହିତ୍ୟ ସଂଗଠନର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଯାଇଛି କବିତା ଓ ଗଳ୍ପ  ପ୍ରତିଯୋଗିତା ।
 

 
ନୀତିନିୟମ
  •      କବିତା ଓ ଗଳ୍ପ  ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ମାନେ ପ୍ରଥମେ www.storymirror.com ଅନଲାଇନ ପୋର୍ଟାଲରେ ନିଜକୁ ପଞ୍ଜୀକରଣ କରିବାକୁ ପଡିବ ।
  •      ଯେଉଁ ଲେଖା ପ୍ରତିଯୋଗିତା ନିମନ୍ତେ ଦେଉଛନ୍ତି ତାହା ଷ୍ଟୋରି ମିରର ଅନଲାଇନ ପୋର୍ଟାଲରେ ପୋଷ୍ଟ କରିବାକୁ ପଡିବ । ଯାହା ସିଧାସଳଖ ଭାବେ ନିମ୍ନ ଲିଙ୍କରୁ ପୋଷ୍ଟ କରିପାରିବେ - https://contest.storymirror.com/oriya-competitions/ongoing 
  •      ଲେଖା ଷ୍ଟୋରିମିରର ଅନଲାଇନ ପୋର୍ଟାଲରେ ପୋଷ୍ଟ ହେବା ଅନିବାର୍ଯ୍ୟ । ନ ହେଲେ ତାହା ବିଚାର ଅନ୍ତର୍ଭୁକ୍ତ ହେବ ନାହିଁ ।
  •      ଲେଖାଟି ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।

ପୁରସ୍କାର 
 
ଶ୍ରେଷ୍ଟ ତିନୋଟି କବିତା ଓ ଗଳ୍ପକୁ ଷ୍ଟୋରି ମିରର ତରଫରୁ ପୁରସ୍କାର ସ୍ୱରୂପ  ଷ୍ଟୋରିମିରର ପ୍ରକାଶନର ବହୁ ଆଦୃତ ପୁସ୍ତକ  ସହ ଇ  - ମାନପତ୍ର ପ୍ରଦାନ କରାଯିବ ।

 
Content type: Poem, Story
Contact person: For help contact: pallabini@storymirror.com