Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ଦଶହରା ବିଶେଷାଙ୍କ

SEE WINNERS

Share with friends

ଦଶହରା ବିଶେଷାଙ୍କ

Duration: Sep 08, 2018 - Oct 15, 2018

Introduction

ମହାଶୟ/ମହାଶୟା,
ଷ୍ଟୋରି ମିରର ଓଡ଼ିଆ ତରଫରୁ ଶାରଦୀୟ ଦଶହରା ଅଭିନନ୍ଦନ ଜଣାଇ ଆରମ୍ଭ କରିବାକୁ ଯାଉଛୁ ।

“ଦଶହରା ବିଶେଷାଙ୍କ”

ଆସନ୍ତା ଦଶହରା ଉପଲକ୍ଷେ ଷ୍ଟୋରି ମିରର ଓଡ଼ିଆ ତରଫରୁ ଏକ ଇ – ପତ୍ରିକା ପ୍ରକାଶିତ ହେବାକୁ ଯାଉଛି ।
ତେଣୁ ନିମ୍ନରେ ପ୍ରଦତ୍ତ ସୂଚନାକୁ ଭିତ୍ତିକରି ନିଜର ସୁ ନିର୍ବାଚିତ ଲେଖା ପ୍ରଦାନ କରନ୍ତୁ ।


Rules

ଲେଖା ଅନ୍ୟ କୌଣସି ପତ୍ରିକାରେ ପ୍ରକାଶିତ ହୋଇନଥିବ ।

ଲେଖା ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।

ଯେ କୌଣସି ଲେଖା ଆପଣ ପ୍ରଦାନ କରିପାରିବେ ।


Prize

ନିର୍ବାଚିତ ଶ୍ରେଷ୍ଟ ପାଞ୍ଚଟି କବିତା ଓ ଶ୍ରେଷ୍ଟ ପାଞ୍ଚଟି ଗଳ୍ପକୁ ଷ୍ଟୋରି ମିରର ତରଫରୁ ମାନପତ୍ର ପ୍ରଦାନ କରିବା ସହ ସୁନିର୍ବାଚିତ ୫୦ଟି ଲେଖା ( ଉଭୟ ଗଳ୍ପ ଓ କବିତା ମିଶି ) ଏକ ଇ- ପତ୍ରିକା ପ୍ରକାଶିତ ହେବ ।


Eligibility

ସମସ୍ତଙ୍କ ପାଇଁ ପ୍ରଯୋଜ୍ୟ


Languages: Oriya
Content type: Story, Poem
Contact person: For any queries, please contact: marketing@storymirror.com