Duration
ପ୍ରତି ମାସର ୦୧ ରୁ ୧୫ ତାରିଖ ଓ ୧୫ ରୁ ୨୫ ତାରିଖ ପର୍ଯ୍ୟନ୍ତ ଲେଖା ଗ୍ରହଣ
୧୫ ଓ ୩୦ ତାରିଖ ପତ୍ରିକା ପ୍ରକାଶ ପାଇବ ।
Introduction
ମହାଶୟ / ମହାଶୟା ,
ସାରସ୍ଵତ ଶୁଭେଚ୍ଛା ଓ ଶୁଭକାମନା ସହ ଆପଣ ମାନଙ୍କ ଜ୍ଞାତାର୍ଥେ ସୂଚିତ କରୁଅଛୁ ଯେ , ଷ୍ଟୋରିମିରର ଏଇ ମାସ ଠାରୁ ପ୍ରତି ପକ୍ଷରେ ଏକ ଇ-ପତ୍ରିକା ପ୍ରକାଶ କରିବାକୁ ଯାଉଛି । ଯାହା ସାହିତ୍ୟକୁ ଅଗ୍ରଗତି କରିବା ସହ ସାହିତ୍ୟିକ ମାନଙ୍କୁ ଗଭୀର ଭାବରେ ପ୍ରେରଣା ଦେବ ବୋଲି ଆମର ଆଶା ଓ ବିଶ୍ବାସ ।
Rules
ଲେଖା ଅନ୍ୟ କୌଣସି ପତ୍ରିକାରେ ପ୍ରକାଶିତ ହୋଇନଥିବ ।
ଲେଖା ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।
ଲେଖାଟି ଏହି ଲିଙ୍କ ମାଧ୍ୟମରେ ଦାଖଲ ହୋଇଥିବା ଆବଶ୍ୟକ ।
ସମୟ ଅବଧି ମଧ୍ୟରେ ଆସିଥିବା ଲେଖା ସମୂହ ମଧ୍ୟରୁ ଶ୍ରେଷ୍ଟ ପାଞ୍ଚଟି କବିତା ଓ ଗଳ୍ପକୁ ଏହି ପତ୍ରିକାରେ ସ୍ଥାନ ଦିଆଯିବ ।
ଯେଉଁ ପକ୍ଷର ଲେଖା ସେଇ ସପ୍ତାହରେ ହିଁ ପ୍ରକାଶିତ ହେବାର ବ୍ୟବସ୍ଥା ଅଛି । ଯାହା ପରବର୍ତ୍ତୀ ସପ୍ତାହ ପାଇଁ ସଂରକ୍ଷିତ ରଖାଯିବ ନାହିଁ ।
ଲେଖା ସମୂହ ବରିଷ୍ଠ ସମ୍ପାଦନା ମଣ୍ଡଳୀଙ୍କ ଦ୍ଵାରା ଚୟନ କରାଯିବ ।
Content
ଗଳ୍ପ
କବିତା
ଦୁଇ ପଦ ମତାମତ ( ଷ୍ଟୋରିମିରର ପୋର୍ଟାଲରେ ଉପଲବ୍ଧ ଯେ କୌଣସି ଗଳ୍ପ ଓ କବିତା ବିଷୟରେ )
ଆପଣଙ୍କ ଚିଠି ( ପତ୍ରିକାରେ ପ୍ରକାଶିତ ବିଷୟ ତଥା ଏହାର ଉନ୍ନତି କଳ୍ପେ )
ପ୍ରତି ମାସ ୧୫ ଓ ୩୦ ତାରିଖ ଇ-ପତ୍ରିକା ନିମ୍ନ ଲିଙ୍କରୁ ପାଇପାରିବେ । ଲିଙ୍କ - https://shop.storymirror.com/
ବିଦ୍ର - ଏହି ଲିଙ୍କରେ କେବଳ କବିତା ଓ ଗଳ୍ପ ହିଁ ଗ୍ରହଣଯୋଗ୍ୟ ଆପଣ “ଦୁଇ ପଦ ମତାମତ” ଓ “ଆପଣଙ୍କ ଚିଠି” ବିଭାଗ ନିମନ୍ତେ ନିମ୍ନରେ ପ୍ରଦତ୍ତ ଇ-ମେଲ ମାଧ୍ୟମରେ ପ୍ରଦାନ କରନ୍ତୁ ଏବଂ ସବିଶେଷ ବିବରଣୀ ନିମନ୍ତେ ଯୋଗାଯୋଗ କରନ୍ତୁ ।
ଇ-ମେଲ - storymirrorsrustisudha@gmail.com
Contact
ପଲ୍ଲବିନୀ ଆଚାର୍ଯ୍ୟ
ମୋ – 8637256605