Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ଗଳ୍ପାୟନ

SEE WINNERS

Share with friends

କାହାଣୀ କହିବା ଓ ଶୁଣିବାର ପରମ୍ପରା ଖୁବ୍ ପ୍ରାଚୀନ । ଆବହମାନ କାଳରୁ ମଣିଷ ମନରେ କାହାଣୀ ପ୍ରତି ଏକ ଅହେତୁକ ଦୁର୍ବଳତା ରହିଆସିଛି । ଯଦିଓ ସମାଜ ଓ ସଭ୍ୟତାର ପରିବର୍ତ୍ତନ ସହ ଆଜି କାହାଣୀ ପରମ୍ପରାରେ ଏକ ନୂତନ ମୋଡ଼ ଆସିଛି । ତଥାପି କାହାଣୀର ଅନ୍ତଃସ୍ୱର ଆଜିବି ଅପରିବର୍ତ୍ତିତ । 

ତେବେ ଷ୍ଟୋରିମିରର୍ ଆପଣଙ୍କ ପାଇଁ ଏ ପ୍ରତିଯୋଗିତା ମାଧ୍ୟମରେ ଏକ ଅଭିନବ କାହାଣୀ ଲିଖନ ଧାରାର ପ୍ରଚଳନ କରିବାକୁ ଯାଉଛି । ଯାହା ଦ୍ୱାରା ଆପଣମାନଙ୍କ କାହାଣୀ ଲିଖନ ଧାରାରେ ଏକ ନୂତନତା ପରିଲକ୍ଷିତ ହେବ । ଆମ ଆଶା ଏହା ଆପଣଙ୍କ କବିତା ଲିଖନର ଧାରାକୁ ଆହୁରି ଆଗକୁ ବଢ଼େଇବାରେ ସାହାର୍ଯ୍ୟ କରିବ ।

ନିମ୍ନ ବିଷୟକୁ ଆଧାରକରି ଆପଣଙ୍କୁ ନିଜ କାହାଣୀ ପ୍ରସ୍ତୁତ କରିବାକୁହେବ ।


୧. ଦୃଢ଼ ବିଶ୍ୱାସ

୨. ଗର୍ବ

୩. ଶତ୍ରୁ ଠାରୁ ଦୂରରେ

୪. ମଣିଷପଣିଆ

୫. ଭୟଙ୍କର ବ୍ୟାଧି

୬. ପ୍ରଶଂସା

୭. ଅଦୃଶ୍ୟ ଝଡ଼

୮. ଭକ୍ତର ଭଗବାନ

୯. ଭୁଲ କାହାର?

୧୦. ବିପଦର ବନ୍ଧୁ

୧୧. କର୍ମ ହିଁ ଶ୍ରେଷ୍ଠ

୧୨. ଦଶହରାର ଅନୁଭୂତି

୧୩. ଅଲିଭା ଦାଗ

୧୪. ପ୍ରକୃତି ଓ କାଶତାଣ୍ଡି

୧୫. ମୋ ଜୀବନ କାହାଣୀ


ଏହି ପ୍ରତିଯୋଗିତାରେ ଆମକୁ ସହଯୋଗର ହାତ ବଢ଼େଇଥିବା 'କବିତା ମିନାର ବଡ଼ମ୍ବା, କଟକ' ସାହିତ୍ୟ ସଂଘର ମୁଖ୍ୟ ସମ୍ପାଦକ ଶ୍ରୀ ମୃତ୍ୟୁଞ୍ଜୟ ସାହୁ, ସମ୍ପାଦକ ଶ୍ରୀ ସାଗର କୁମାର ପରିଡ଼ା, ସହ ସମ୍ପାଦକ ଶ୍ରୀ ଅନାମ ଚରଣ ସାହୁ ମହୋଦୟଙ୍କୁ ଆମ ପରିବାର ତରଫରୁ ଶେଷ କୃତଜ୍ଞତା ।


ନୀତିନିୟମ :

  • କେବଳ କାହାଣୀ ହିଁ ଗ୍ରହଣୀୟ । 
  • ଏହି ପ୍ରତିଯୋଗିତାରେ ଦିଆଯାଇଥିବା ବିଷୟକୁ ଆଧାରକରି ଆପଣ ନିଜ କାହାଣୀ ପ୍ରସ୍ତୁତ କରିବାକୁ ହେବ ।
  • ଏହି ପ୍ରତିଯୋଗିତା ସମ୍ପୂର୍ଣ୍ଣ ଏକମାସ ପର୍ଯ୍ୟନ୍ତ ଚାଲୁରହିବ । 
  • ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ଲେଖା ଦାଖଲ କରିବା ଉଚିତ୍ । ଆପଣ ଦାଖଲ କରୁଥିବା ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।
  • କୌଣସି ଶବ୍ଦ ସୀମା ନାହିଁ ।
  • ପ୍ରବନ୍ଧ ବା ରଚନା ଗ୍ରହଣୀୟ ନୁହେଁ ।

ପୁରସ୍କାର :

  • ସମୁଦାୟ ୧୫ଟି ଲେଖା ଦାଖଲ କରିଥିବା ସ୍ରଷ୍ଟାଙ୍କୁ INR 500ର ସପ୍ ଭାଉଚର ସହ ଉତ୍କୃଷ୍ଟତାର ପ୍ରମାଣପତ୍ର ପ୍ରଦାନ କରାଯିବ ।
  • ସମୁଦାୟ ୭ଟି ଲେଖା ଦାଖଲ କରିଥିବା ସ୍ରଷ୍ଟାଙ୍କୁ INR 250ର ସପ୍ ଭାଉଚର ସହ ଉତ୍କୃଷ୍ଟତାର ପ୍ରମାଣପତ୍ର ପ୍ରଦାନ କରାଯିବ ।
  • ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଯୋଗ୍ୟତା : 

ସମୟସୀମା - ଅକ୍ଟୋବର ୦୪ ରୁ ନଭେମ୍ବର ୨, ୨୦୨୦

ଫଳାଫଳ - ନଭେମ୍ବର, ୨୦୨୦

ଭାଷା - ଓଡ଼ିଆ

ବିଭାଗ - କାହାଣୀ

ଯୋଗାଯୋଗ - odia@storymirror.com