Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ଅକ୍ଷରା : ଦେବାଶିଷ ମିଶ୍ର

SEE WINNERS

Share with friends

ବନ୍ଧୁଗଣ ! ସାହିତ୍ୟର ପ୍ରଚାରପ୍ରସାର ପାଇଁ ବ୍ୟକ୍ତିଗତ ଭାବେ ସବୁବେଳେ ଚେଷ୍ଟାରତ କବି ଓ ଲେଖକ ଦେବାଶିଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ #ଅକ୍ଷରା : ଦେବାଶିଷ ମିଶ୍ର ଶୀର୍ଷକ ଏହି ପ୍ରତିଯୋଗିତା ଆୟୋଜିତ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରାନ୍ତୀୟ କ୍ଷେତ୍ରରେ ସାହିତ୍ୟର ପ୍ରଚାର ଓ ପ୍ରସାର ସାଧନ ସହ ସବୁ କ୍ଷେତ୍ରର ଲେଖକ ଓ କବିମାନଙ୍କୁ ଏକ ସୁଯୋଗ ପ୍ରଦାନ କରିବା ।

ତେବେ ଆସନ୍ତୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ସହ ଏହାକୁ ସଫଳ କରିବା ।

ସର୍ତ୍ତାବଳୀ :

  • କେବଳ କବିତା ଓ କାହାଣୀ ହିଁ ଗ୍ରହଣୀୟ ।
  • ପ୍ରଦତ୍ତ ପ୍ରତିଯୋଗିତା ଫର୍ମରେ ନିଜ ଜିଲ୍ଲାର ନାମ ଓ ନିଜ ଯୋଗାଯୋଗ ନମ୍ବର ନିଶ୍ଚୟ ପ୍ରଦାନ କରନ୍ତୁ ।
  • ବିଷୟ ମୁକ୍ତ । ଆପଣ ଯେକୌଣସି ପ୍ରକାର ଲେଖା ଦାଖଲ କରିପାରିବେ ।
  • ଲେଖା ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।
  • କବିତାଟି (୧୦୦ ଶବ୍ଦ) ଓ କାହାଣୀ (୨୦୦ ଶବ୍ଦ)ରୁ ଅଧିକ ହୋଇଥିବ ।
  • ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।
  • ଲେଖା ଏହି ଅଂଶଗ୍ରହଣ ଲିଙ୍କ୍ ମାଧ୍ୟମରେ ହିଁ ଗ୍ରହଣୀୟ ।
  • ଲେଖା ଦାଖଲ ସମୟରେ ଏହାର ସାଧାରଣ ତ୍ରୁଟିବିଚ୍ୟୁତି ଉପରେ ଧ୍ୟାନ ଦେବେ । ବ୍ଯାକରଣଗତ ତ୍ରୁଟିବିଚ୍ୟୁତି, ଲେଖାରେ ପରିଚ୍ଛନ୍ନତା ଆଦି ଉପରେ ବିଶେଷ ଧ୍ୟାନ ଦେବାକୁ ଅନୁରୋଧ ।
  • ଅଂଶଗ୍ରହଣ ପୂର୍ବରୁ ନିଜ ପ୍ରୋଫାଇଲ ଫଟୋ, ଯୋଗାଯୋଗ ଆଦି ତଥ୍ୟ ନିଶ୍ଚୟ ଉପଲବ୍ଧ କରନ୍ତୁ ।
  • ଷ୍ଟୋରିମିରର୍ ର ନିଷ୍ପତ୍ତି ସମସ୍ତଙ୍କ ପାଇଁ ଅନ୍ତିମ ନିଷ୍ପତ୍ତି ହେବ ।
  • ପ୍ରବନ୍ଧ ଗ୍ରହଣୀୟ ନୁହଁ ।

ପୁରସ୍କାର :

  • କବିତା ଓ କାହାଣୀ କ୍ଷେତ୍ରରେ ଶ୍ରେଷ୍ଠ ତିନି ସ୍ରଷ୍ଟାଙ୍କୁ ସ୍ୱତନ୍ତ୍ର ମାନପତ୍ର ସହ ୧୫୦/- ଷ୍ଟୋରିମିରର୍ ସପ ଭାଉଚର ପ୍ରଦାନ କରାଯିବ ।
  • ସର୍ବାଧିକ ଲେଖା (ସର୍ବନିମ୍ନ ୧୦ରୁ ଊର୍ଦ୍ଧ୍ଵ ହୋଇଥିବା ଆବଶ୍ୟକ) ଦାଖଲ କରିଥିବା ଲେଖକଙ୍କୁ ସ୍ଵତନ୍ତ୍ର ମାନପତ୍ର ପ୍ରଦାନ କରାଯିବା ସହ ୧୦୦/- ଷ୍ଟୋରିମିରର୍ ସପ ଭାଉଚର ପ୍ରଦାନ କରାଯିବ ।
  • ସମସ୍ତଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଲେଖା ଗ୍ରହଣ ଅବଧି :

ମେ' ୨୫, ୨୦୨୨ ରୁ ଜୁନ ୧୦, ୨୦୨୨

ଫଳାଫଳ: ଜୁନ ୩୦, ୨୦୨୨

ଭାଷା : ଓଡ଼ିଆ

ବିଭାଗ : କବିତା ଓ କାହାଣୀ

କୃତଜ୍ଞତା : ଏହି ପ୍ରତିଯୋଗିତାରେ ଆମକୁ ସାହାଯ୍ୟର ହାତ ବଢେଇ ଥିବା ଦେବାଶିଷ ମିଶ୍ରଙ୍କୁ ଆମ ତରଫରୁ ଅଶେଷ କୃତଜ୍ଞତା ଓ ଧନ୍ୟବାଦ ।

ଯୋଗାଯୋଗ :

ଇ-ମେଲ : pallabini@storymirror.com

ମୋବାଇଲ ନମ୍ବର : +91 8637256608, +91 91106 62845