STORYMIRROR

#ଅନଲାଇନ କବିତା ପଠନ ପ୍ରତିଯୋଗିତା

SEE WINNERS

Share with friends

ଡିଜିଟାଲ୍ ଯୁଗରେ ଦୁନିଆର ଯେକୌଣସି କୋଣରୁ ଅନଲାଇନରେ କବିତା ପାଠ ସମ୍ଭବ ଓ ସହଜସାଧ୍ୟ ହୋଇପାରିଛି। ଏହାକୁ ନଜରରେ ରଖି ଷ୍ଟୋରୀମିରର୍ ମଞ୍ଚପକ୍ଷରୁ ଏହାକୁ ପ୍ରତିଯୋଗିତା ମାଧ୍ୟମରେ ଆୟୋଜିତ କରାଯାଉଛି। ନିୟମ ଅନୁଯାୟୀ, ସର୍ବପ୍ରଥମେ ଆପଣ ନିଜ ଇଚ୍ଛା ଅନୁଯାୟୀ ଏହି ପ୍ରତିଯୋଗିତାରେ ଯେ କୌଣସି ସଂଖ୍ୟକ କବିତା ପଠାଇ ପାରିବେ। କେବଳ ମନେରଖିବାକୁ ହେବ ଯେ ଆପଣ ପଠାଉଥିବା କବିତା ପୂର୍ବରୁ ଷ୍ଟୋରୀ ମିରରରେ ପ୍ରକାଶିତ ହୋଇନାହିଁ।


  • ଏହି ପ୍ରତିଯୋଗିତାରେ କୌଣସି ଶବ୍ଦ ସୀମା ନାହିଁ।
  • ଆପଣ ଯେକୌଣସି ପ୍ରସଙ୍ଗରେ ଲେଖି ଆପଣଙ୍କ କବିତା ପଠାଇ ପାରିବେ।
  • ବିଶେଷ ଧ୍ୟାନ ଦେବା ଉଚିତ୍ ଯେ ଆପଣଙ୍କର କବିତା କୌଣସି ପ୍ରକାରର ରାଜନୈତିକ କିମ୍ବା କୌଣସି ଧାର୍ମିକ ସମ୍ପ୍ରଦାୟର ଭାବନାକୁ ଆଘାତ ନକରିବା ଉଚିତ୍ ।
  • ଡିସେମ୍ବରରେ, ଲେଖାର ଗୁଣଶିଳତା ଉପରେ ଆଧାର କରି ବିଜେତାମାନଙ୍କୁ ଚୟନ କରାଯିବ।
  • ମୋଟ ୨୦ ବିଜେତା ଚୟନ କରାଯିବ।
  • କେବେ ଅନଲାଇନ୍ କବିତା ପଠନ ଆୟୋଜନ କରାଯିବ, ସେ ନେଇ ସମସ୍ତ ବିଜେତାଙ୍କୁ ପୂର୍ବରୁ ଅବଗତ କରାଯିବ। ଦିନ, ତାରିଖ ଏବଂ ସମୟ ମେଲ, ହ୍ୱାଟସ୍ ଆପ୍ କିମ୍ବା ଫୋନ୍ ମାଧ୍ୟମରେ ପ୍ରଦାନ କରାଯିବ।
  • ସମସ୍ତ ବିଜେତାଙ୍କୁ କେବଳ ଅନଲାଇନରେ କବିତା ପାଠ କରିବାର ସୁଯୋଗ ମିଳିବ, ଏତଦ୍ ବ୍ୟତୀତ ଷ୍ଟୋରୀମିରର ତରଫରୁ ଏକ ଡିଜିଟାଲ୍ ବିଜେତା ସାର୍ଟିଫିକେଟ୍ ଏବଂ ଷ୍ଟୋରୀମିରର୍ ସପ୍ ଭାଉଚର୍ ₹୧୫୦/ ପ୍ରଦାନ କରାଯିବ।
  • ସମସ୍ତ ପ୍ରତିଯୋଗୀଙ୍କୁ ଡିଜିଟାଲ୍ ଅଂଶଗ୍ରହଣ ପ୍ରମାଣପତ୍ର ମଧ୍ୟ ଦିଆଯିବ।

ଦୟାକରି ଧ୍ୟାନ ଦିଅନ୍ତୁ । କେବଳ ଉପରୋକ୍ତ ଅଂଶଗ୍ରହଣ ବଟନ୍ ରେ କ୍ଲିକ୍ କରି ଏହି ପ୍ରତିଯୋଗିତା ମଧ୍ୟରେ ନିଜର କବିତା ପଠାଇବାକୁ ପଡ଼ିବ । ନଚେତ୍ ପ୍ରତିଭାଗୀ ପ୍ରତିଯୋଗିତାରୁ ବାଦ୍ ପଡ଼ିବେ।

ବିଭାଗ: କବିତା

ଭାଷା: ଓଡ଼ିଆ

ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।