ଡିଜିଟାଲ୍ ଯୁଗରେ ଦୁନିଆର ଯେକୌଣସି କୋଣରୁ ଅନଲାଇନରେ କବିତା ପାଠ ସମ୍ଭବ ଓ ସହଜସାଧ୍ୟ ହୋଇପାରିଛି। ଏହାକୁ ନଜରରେ ରଖି ଷ୍ଟୋରୀମିରର୍ ମଞ୍ଚପକ୍ଷରୁ ଏହାକୁ ପ୍ରତିଯୋଗିତା ମାଧ୍ୟମରେ ଆୟୋଜିତ କରାଯାଉଛି। ନିୟମ ଅନୁଯାୟୀ, ସର୍ବପ୍ରଥମେ ଆପଣ ନିଜ ଇଚ୍ଛା ଅନୁଯାୟୀ ଏହି ପ୍ରତିଯୋଗିତାରେ ଯେ କୌଣସି ସଂଖ୍ୟକ କବିତା ପଠାଇ ପାରିବେ। କେବଳ ମନେରଖିବାକୁ ହେବ ଯେ ଆପଣ ପଠାଉଥିବା କବିତା ପୂର୍ବରୁ ଷ୍ଟୋରୀ ମିରରରେ ପ୍ରକାଶିତ ହୋଇନାହିଁ।
ଦୟାକରି ଧ୍ୟାନ ଦିଅନ୍ତୁ । କେବଳ ଉପରୋକ୍ତ ଅଂଶଗ୍ରହଣ ବଟନ୍ ରେ କ୍ଲିକ୍ କରି ଏହି ପ୍ରତିଯୋଗିତା ମଧ୍ୟରେ ନିଜର କବିତା ପଠାଇବାକୁ ପଡ଼ିବ । ନଚେତ୍ ପ୍ରତିଭାଗୀ ପ୍ରତିଯୋଗିତାରୁ ବାଦ୍ ପଡ଼ିବେ।
ବିଭାଗ: କବିତା
ଭାଷା: ଓଡ଼ିଆ
ଯୋଗାଯୋଗ:
8637256608
+91 91106 62845
pallabini@storymirror.com
ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।