Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#"ବଣମଲ୍ଲୀର ମହକ" କବିତା ପ୍ରତିଯୋଗିତା

SEE WINNERS

Share with friends

"ବଣମଲ୍ଲୀର ମହକ" କବିତା ପ୍ରତିଯୋଗିତା

Duration: Aug 01, 2018 - Aug 20, 2018

Introduction

ସାରସ୍ୱତ ଶୁଭେଚ୍ଛା ଓ ଶୁଭକାମନା । ଓଡ଼ିଆ ସାହିତ୍ୟର ଉନ୍ନତି ଓ ନୂତନ ଯୁବ ସାହିତ୍ୟିକ ସନ୍ଧାନ ପଥରେ ଅଗ୍ରସର ହେବା ସହିତ ନୂତନ ଆଲୋକର ସନ୍ଧାନ ପଥରେ ନିଜକୁ ଗତିଶୀଳ କରି ଅଦ୍ୟାବଧି ପଦଚାଳନା କରିଆସୁଥିବା ଷ୍ଟୋରି ମିରର ଓ ବଣମଲ୍ଲୀର ମହକ ସାହିତ୍ୟ ସଂଗଠନର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇ ଯାଇଛି କବିତା ପ୍ରତିଯୋଗିତା ।


Rules

ନୀତିନିୟମ -

■ କବିତା ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ମାନେ ପ୍ରଥମେ https://storymirror.com ଅନଲାଇନ ପୋର୍ଟାଲରେ ନିଜକୁ ପଞ୍ଜୀକରଣ କରିବାକୁ ପଡିବ । ବଣମଲ୍ଲୀର ମହକରେ ପଞ୍ଜୀକରଣ କରାଇ ଲେଖି ପାରିବେ ଅଥବା ଇ-ମେଲ ଠିକଣା: emagazine@banamalli.org ମାଧ୍ୟମରେ ଆପଣଙ୍କ ଲେଖା ପଠାଇବେ ।
■ ଯେଉଁ ଲେଖା ପ୍ରତିଯୋଗିତା ନିମନ୍ତେ ଦେଉଛନ୍ତି ତାହା ଷ୍ଟୋରି ମିରର ଅନଲାଇନ ପୋର୍ଟାଲରେ ପୋଷ୍ଟ କରିବା ସହିତ ସେହି ଲେଖାଟିକୁ ବଣମଲ୍ଲୀର ମହକ ୱେବସାଇଟରେ ମଧ୍ୟ ପୋଷ୍ଟ କରିବ। ବାଧ୍ୟତାମୂଳକ । ସିଧାସଳଖ ଭାବେ ନିମ୍ନ ପ୍ରଦତ୍ତ ଲିଙ୍କରୁ ଦୁଇଗୋଟି ଗ୍ରୁପର ୱେବସାଇଟରେ ପୋଷ୍ଟ କରିପାରିବେ –
ଷ୍ଟୋରି ମିରର ରେ ଲେଖା ପୋଷ୍ଟ ଲିଙ୍କ >> https://write.storymirror.com/submit/
ବଣମଲ୍ଲୀର ମହକରେ ଲେଖା ପୋଷ୍ଟ ଲିଙ୍କ >> http://banamalli.org/submit-article/
■ ଷ୍ଟୋରି ମିରରରେ ଲେଖା ପୋଷ୍ଟ କଲାବେଳେ Remark for Editor ରେ “ବଣମଲ୍ଲୀର ମହକ ପ୍ରତିଯୋଗିତା ନିମନ୍ତେ “ ଲେଖିବା ପାଇଁ ଭୁଲନ୍ତୁ ନାହିଁ ।
ପୁରସ୍କାର
ଶ୍ରେଷ୍ଟ ତିନୋଟି କବିତାକୁ ଷ୍ଟୋରି ମିରର ତରଫରୁ ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବ ।
BMM & SM PRATIJOGITA

Storymirror link
1.https://chat.whatsapp.com/DflZ3cgPhTNIJF2sPtLdHB
https://

2.chat.whatsapp.com/GqtxNJ4xkGm0phNu5IDlOZ
3.https://chat.whatsapp.com/4RsTj0GKb2EJj14YCjdSzl
4.https://chat.whatsapp.com/8ghZQzK3XJkDdCGsbw1rIG

Banamalli ra mahaka
https://chat.whatsapp.com/KYJZQyGmcJg7BS3NUF6W3s


Prize

First Prize: Cash Prize 300/-
Second Prize: Cash Prize 200/-
Third Prize: Cash Prize 100/-


Eligibility

ଯେଉଁ ଲେଖା ପ୍ରତିଯୋଗିତା ନିମନ୍ତେ ଦେଉଛନ୍ତି ତାହା ଷ୍ଟୋରି ମିରର ଅନଲାଇନ ପୋର୍ଟାଲରେ ପୋଷ୍ଟ କରିବା ସହିତ ସେହି ଲେଖାଟିକୁ ବଣମଲ୍ଲୀର ମହକ ୱେବସାଇଟରେ ମଧ୍ୟ ପୋଷ୍ଟ କରିବ। ବାଧ୍ୟତାମୂଳକ ।


Languages: Oriya
Content type: Poem
Contact person: For help contact: pallabini@storymirror.com; bikeshsahu.cool9@gmail.com; emagazine@banamalli.org