Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ଲିଟକନ - ମଇ - ଜୁନ

SEE WINNERS

Share with friends

ଲିଟକନ - ମଇ - ଜୁନ

Duration: May 10, 2018 - Jun 25, 2018

Introduction

ଏହି ଗ୍ରୀଷ୍ମ ଅବକାଶରେ ନିଜ ଜୀବନର ଅନୁଭୂତିକୁ ନେଇ ହୃଦୟରୁ ଏକ ସ୍ୱତଃସ୍ଫୂର୍ତ୍ତ ବିଷୟର ଅବତାରଣା କରନ୍ତୁ ଯାହା ଶିକ୍ଷଣୀୟ ଓ ପ୍ରେରଣାପ୍ରଦ ହୋଇଥିବ ।

ଏଇଠି ଆପଣଙ୍କ ସୃଷ୍ଟିକୁ ପ୍ରଣୋଦିତ କରିବାର ଏକ ସଙ୍କେତ ସୂଚୀ ପ୍ରଦାନ କରାଗଲା ।

1. ନିମ୍ନରେ ଆପଣ କେତେଗୁଡିଏ ଆଶ୍ଚର୍ଯ୍ୟର ସମ୍ମୁଖୀନ ହୋଇଛନ୍ତି ।ସେଇ ସବୁ ଠାରୁ ଆପଣ କ’ଣ ଶିକ୍ଷା ପାଇଲେ ସେହି ବିଷୟକୁ ଅବତାରଣା କରନ୍ତୁ ।

2. ନିଜ/ଅନ୍ୟର କିଛି ଦୁଃଖଦାୟକ ସମୟକୁ ପରିପ୍ରକାଶ କରନ୍ତୁ ଲେଖା ମାଧ୍ୟମରେ । କିପରି ତୁମେ/ସେମାନେ ସେମାନଙ୍କୁ ଜୟ ଲାଭ କରିପାରିବେ ?

3. ଅସଫଳତାର ଲାଭ ।


Rules

ବିଷୟଟି ମୂଳ ଲେଖା ହେବା ଅନିବାର୍ଯ୍ୟ

ସମ୍ପାଦକୀୟ ଅଙ୍କ, ଲାଇକ୍ ଓ ପଠନ ସଂଖ୍ୟାକୁ ଭିତ୍ତି କରି ବିଜେତା ଚୟନ କରାଯିବ .

ଷ୍ଟୋରୀମିରରର ନିଷ୍ପତ୍ତି ଚୂଡାନ୍ତ ଓ ଏହା ସମସ୍ତ ପ୍ରତିଯୋଗିଙ୍କ ପାଇଁ ଲାଗୁ ହେବ


Prize

ଶ୍ରେଷ୍ଟ ୩ଟି ଗଳ୍ପ ଏବଂ ଶ୍ରେଷ୍ଟ ୩ଟି କବିତାକୁ ୫୦୦ ଶହ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯିବ


Eligibility

NA


Languages: Oriya
Content type: Story, Poem
Contact person: For any issues, write to us at admin@storymirror.com