National Wheelchair Basketball player Peer Trainer kitty Means "Pure"
Share with friends
ଆଜି ମନେପଡୁଛୁ ମାଆ ବହୁତ ତୁ ସତେ ଅଳି ଅଝଟ ମୋ ସହିଛୁ ତୁ କେତେ।। କୁନି ଆଖିରେ ମୋ ସପନ ସଜେଇ ଦୁନିଆଁ ମୋତେ ତୁ ଦେଇଛୁ ଦେଖେଇ।।
କିଛି ତ ସମ୍ପର୍କ ଥାଏ ହୃଦୟ ର କାରଣ କାହାର ଦୂର ହେବାର କଥା ଶୁଣି ହୃଦୟର ସ୍ପନ୍ଦନ ବାରିବା ଆଗରୁ ଆଖିରୁ ଦୁଇ ଟୋପା ଅଶ୍ରୁ ଝରି ପଡେ।।
ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ମୋ ପ୍ରିୟ ଓଡ଼ିଶାର ବନ୍ଧୁ ମାନଙ୍କୁ, ଜଗନ୍ନାଥଙ୍କ ଆଶୀର୍ବାଦ ସଦା ସର୍ବଦା ତୁମମାନଙ୍କ ଉପରେ ରହିଥାଉ।