Disambar Meher
Literary Colonel
126
Posts
193
Followers
1
Following

I'm Disambar and I love to read StoryMirror contents.

Share with friends

ତୁମ ଆଖିରେ ଦେଖିଛି ହଜାରେ ସ୍ବପ୍ନ ତୁମେ ତ ମନ ଆକାଶର ରୂପେଲି ଜହ୍ନ

ଧନ୍ ଜୀବନ୍ ପାନିର୍ ଫୁଟକା ନାଇଁ ରହେ ସବୁ ଦିନ୍ ସତ୍ କରମ୍ ଧରମ୍ କଲେ ଯୁଗେ ଯୁଗେ ରହେସି ଚିନ୍

ଦିଅଁ ଚରିଚରି କାଠ୍ ହେଇ ଜାଏସି ପୁଲା ମୁନୁସକେ ଚିନ୍ତା ଘାର୍ଲେ ହେସି କେତେ ଗୁଲଗୁଲା

ମରିଗଲେ ସଭେଁ କହେସନ୍ ଇ ଲୋକ୍ ଥିଲା ବନେ ଜିଇଁ ଥିବାର ସମିଆଁନେ କିଏ ଗୁନ୍ ନାଇଁ ଗାଅନ୍ ଛନେ

ସବକର୍ ଆଏବା ସମିଆଁ ଆଏବା ତୁମର ପାଲି ଟିଙ୍ଗାଲି ମାରୁଛୁ କେତେ ସବୁ ଯିବା ମସାନ ଭୂଇଁ ନେ ଜଲି

ତୁମେ ଜଦି କୁହ ମିଛ ହୃଦୟ ଭାବି ନିଏ ସତ ତୁମେ ଜଦି ଦିଅ ବିଷ ପିଇ ଜାଏ ଭାବି ଅମୃତ

ତୁଇ ମାଡିଦେଲେ କଁଟା ଚଲ୍ କରସି ମୋର୍ ଛାତି ଇଟା ନାଇଁସେ ତ ନାଇଁସେ ତ ତୋର୍ ପ୍ରେମ୍ ପିରତି

ଜୀବନରେ ଯନ୍ତ୍ରଣା ସହି ସହି ଛାତି ହେଇଗଲା ପଥର ଅମିୟ ବୋଲି ପ୍ରେମକୁ ପିଇଲି ଚରିଗଲା ହୃଦେ ଜହର

ହୃଦୟ ଥିଲା ଖୋଲା ଭରି ଦେଲ ମିଠା ହସ ଆଜି ଏକା କରି ଚାଲିଗଲ କଣ ଥିଲା ମୋ ଦୋଷ?


Feed

Library

Write

Notification
Profile