Ambuja Mohanty
Literary Colonel
AUTHOR OF THE YEAR 2021 - NOMINEE

86
போஸ்ட்ஸ்
2
பின்தொடர்பவர்கள்
1
பாலோவிங்

ପେଶାରେ ଜଣେ ଯନ୍ତ୍ରୀ କିନ୍ତୁ ନିଶା ହେଉଛି ଅସଂଖ୍ୟ ପାଠକ ମାନକ ହୃଦୟରେ ଘର କରିବା। ହସିବା ହସେଇବା ଆଉ ଲୋକଙ୍କୁ ସୁନ୍ଦର୍ କାହାଣୀ ଓ କବିତା ମାନ ଭେଟି ଦେବା ଏକମାତ୍ର ଲକ୍ଷ ମୋର।

நண்பர்களுடன் பகிர

ତୁମେ ମତେ ଭଲ ବ୍ୟବହାର କର...ମୁଁ ତା ଠାରୁ ଅଧିକ ଭଲ ବ୍ୟବହାର କରିବି

ଯଦି ତୁମକୁ ଲାଗୁଥାଏ ତୁମେ ମତେ ଜାଣିଛ ତେବେ ଏହା ଭୁଲ ନାହିଁ ମୋର ଜୀବନର ସେତିକି ଅଂଶ ତୁମେ ଜାଣ, ଯାହା ମୁଁ ତୁମକୁ ଜଣାଇ ଥାଏ

ବିଫଳତା ନୁହେଁ ସନ୍ଦେହ ଅନେକ ସ୍ବପ୍ନକୁ ନଷ୍ଟ କରିଦିଏ

ଏକ ସୁନ୍ଦର ହୃଦୟ ଶହେ ସୁନ୍ଦର ମୁଖ ଠାରୁ ମଧ୍ୟ ସୁନ୍ଦର

ମୁକ୍ତାକୁ ହସ୍ତରେ ଧରି ଶାମୁକା ସାଉଁଟି ବସିଲେ ମୁକ୍ତା ହରେଇବା ସାର ହୁଏ

ସତ୍ୟ ଅଜୟ


ஊட்டம்

நூலகம்

எழுது

அறிவிப்பு
சுயவிவரம்