Abhiram Sahoo
Literary Captain
119
Posts
0
Followers
0
Following

I'm Abhiram and I love to read StoryMirror contents.

Share with friends
Earned badges
See all

ପ୍ରତିଦ୍ବନ୍ଦିକୁ କେବେ ଦୁର୍ବଳ ଭାବିବ ନାହିଁ

ଆବଶ୍ୟକ ନ ପଡ଼ିଲା ପର୍ଯ୍ୟନ୍ତ କେହି କାହାକୁ ପଚାରିବେ ନାହିଁ

ଯଦି କେବେ ସୁଯୋଗ ପାଉଛନ୍ତି ନିହାତି କାହାର ନ କାହାରି ସାହାଯ୍ୟ କରନ୍ତୁ

ଦୁଷ୍ଟ ଲୋକଙ୍କୁ ଠାରୁ ଦୂରେଇ ରୁହନ୍ତୁ

ଆଜି କାମ ଏବେ କରିନିଏ ନହଲେ ପରେ ଭୁଲିଯିବ

ଚାଉଳରୁ ଗୋଡି ବାଛନ୍ତୁ ନାକି ଗୋଡିରୁ ଚାଉଳ

ମଣିଷର ସବୁଠାରୁ ବଡ ଶତୃ ଡର

ଗର୍ବ ଆଉ ଅହଙ୍କାର ଠୁ ଦୁରେଇ ରହିବାକୁ ଚେଷ୍ଟା କରିବା

ଛୋଟଛୋଟ ଭୁଲ ହାତରୁ ବଡ଼ ବଡ଼ ସଫଳତା ଛଡ଼େଇ ନିଏ


Feed

Library

Write

Notification
Profile