@smrti-rnyjn-naayyk

ସ୍ମୃତି ରଞ୍ଜନ ନାୟକ

164
Posts
0
Followers
0
Following

I'm ସ୍ମୃତି ରଞ୍ଜନ and I love to read StoryMirror contents.

Share with friends
Earned badges
See all

ନୂତନ ଆରମ୍ଭ ହୋଇବ ବିଶ୍ବ, ଯେବେ ଛାଡି ଯିବ କାମନା ବିଷ ।

ଜୀବ ହତ୍ୟା କରନାହିଁ, ପାପ ଆଦୌ ଭୋଗନାହଁ ।

ଅଗ୍ନି ବହ୍ନି ନିଆଁ ଶକ୍ତିର ସ୍ରୋତ ଟି ଶକ୍ତିର ରୂପାନ୍ତରଣ, ଖାଦ୍ୟ ପାକ ଠାରୁ ଖାଦ୍ୟ ପ୍ରସ୍ତୁତିରେ ସବୁଠି ଅଟେ କାରଣ।

ଦୁଷ୍ଟ କାମ କରନାହିଁ , ମିଛ କଥା କୁହନାହିଁ ।

ପିତାମାତା ମୋର ବଡ ଦେବତା ଲୋ ତାଙ୍କ ପରି କେହି ନାହିଁ, ତାଙ୍କ ସେବା କଲେ ଯୋ ଆନନ୍ଦ ମିଳେ ଆଉ କିଛି ଲୋଡା ନାହିଁ ।

କାର୍ଗିଲ ବିଜୟ ଦିବସେ କରିବା ଗର୍ବ, ଭାରତ ଜାତୀୟ ପତାକା ଉଡିଲା ସର୍ବ।

ବିଶ୍ୱାସ ଘାତକ ହୁଅନ୍ତୁ ନାହିଁ, ବିଶ୍ବାସ ରେ ବିଷ ଦିଅନ୍ତୁ ନାହିଁ ।

ମଦ୍ୟପ,ଗଞ୍ଜଡ,ଭାଙ୍ଗୁଆ ସାଙ୍ଗ, ସଭିଙ୍କୁ ଶିଖାନ୍ତି ଖରାପ ଢଙ୍ଗ ।

ଆଜିକାଲି ଯୁଗ ଏମିତି ହେଲାଣି ଜୀବନ ଶିକ୍ଷା ହିଁ ମୋବାଇଲ, ଶରୀର ପଛକେ ରସାତଳ ହେଉ ହାତରୁ ନଜାଇ ମୋବାଇଲ ।


Feed

Library

Write

Notification
Profile