ଶିଶୁର ମୁଖରେ ଈଶ୍ବରଙ୍କ ଆଭା ଓଠରେ ପୀୟୁଷ ମଧୁ, କଳରବେ ତାର ଝଙ୍କୄତ ଆହ୍ଲାଦ ସତେକି ଅପୂର୍ବ ଯାଦୁ । ************* ସଂଗୀତା ବାରିକ୍
ସମାଜରେ ବାସ କରୁଥିବା ଯେଉଁ ମାନବ ଯଦି ପ୍ରକୄତି ବିରୁଦ୍ଧାଚରଣ କରେ ବିବେକଶୂନ୍ୟ ହୋଇ ଅପକର୍ମ କରେ, ସେ ବନ୍ୟଜୀବ ଠାରୁ ଆହୁରି ମାରାତ୍ମକ ହୋଇଯାଏ ।
ଅଜବ ଦୁନିଆର ଅଜବ ମଣିଷ । ସବୁବେଳେ ସମୟ ନିଅଣ୍ଟ । ଖୋଜି ହେଉଥାଏ ଗୋଟିଏ ଦିନ ଅଧିକ ମିଳି ଯାଆନ୍ତା କି । ଆଉ ଦିନଟିଏ ଅଧିକ ମିଳିଗଲେ ପୁଣି ବ୍ୟସ୍ତ ହୋଇପଡେ ସେହି ଦିନର କାର୍ଯ୍ୟସୂଚୀର ଅଟକଳକୁ ନେଇ ।
ଜ୍ଞାନର ଗନ୍ତାଘର ସିଏ, ମନକୁ ପ୍ରଫୁଲ୍ଲିତ କରେ ଜୀବନରେ ଯେ ସୁପଥ ଦେଖାଏ ସେ ବହି ବିନା ଆଉ କିଏ ହୋଇପାରେ । ************* ସଂଗୀତା ବାରିକ୍
ଜୀଅନ୍ତା ମଣିଷ ମନରେ ଭୁତ ସବାର ହେଲେ ସେ ବିବେକକୁ ଶୁଣେନି, ଦୁଷ୍ଟ ମଣିଷ ମଲାପରେବି ତା ପ୍ରକୄତି ଛାଡେନି । ************** ସଂଗୀତା ବାରିକ୍